ETV Bharat / bharat

ଜିନପିଙ୍ଗଙ୍କୁ ଭଗବାନ ପଥର ବିଷୟରେ କହିଲେ ମୋଦି - ଭଗବାନ ପଥର ବିଷୟରେ କହିଲେ ମୋଦି

ଜିନପିଙ୍ଗଙ୍କୁ ଭଗବାନ ପଥର ବିଷୟରେ ବର୍ଣ୍ଣନା କଲେ ପିଏମ ମୋଦି । ଚୀନ ରାଷ୍ଟ୍ରପତିଙ୍କୁ ତାମିଲନାଡୁର ମହାବଳୀପୁରମର ସଂରକ୍ଷିତ ବିଭିନ୍ନ ଐତିହ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି ମୋଦି ।

ଜିନପିଙ୍ଗଙ୍କୁ ଭଗବାନ ପଥର ବିଷୟରେ କହିଲେ ମୋଦି
author img

By

Published : Oct 13, 2019, 4:36 AM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସି ବିଦାୟ ନେଲେଣି ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ୍ । ଗସ୍ତ ଅବସରରେ ମହାବଳୀପୁରମ ହୋଟେଲ କୋବରେ ଚୀନ ରାଷ୍ଟ୍ରପତି ଓ ମୋଦିଙ୍କ ମଧ୍ୟରେ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ତେବେ ଗସ୍ତର ଦ୍ବିତୀୟ ଦିନ ଦୁଇ ନେତା ପରସ୍ପରକୁ ସାକ୍ଷାତ କରିଛନ୍ତି । ଦୁଇ ରାଷ୍ଟ୍ରନେତାଙ୍କ ଏହି ଭେଟକୁ ଅନୌପଚାରିକ ବୋଲି କୁହାଯାଉଛି ।

pic
ଜିନପିଙ୍ଗଙ୍କୁ ଭଗବାନ ପଥର ବିଷୟରେ କହିଲେ ମୋଦି

ଶୁକ୍ରବାରର 6 ଘଣ୍ଟାର ଭେଟଘାଟ କାର୍ଯ୍ୟକ୍ରମରେ ପ୍ରଥମେ ମୋଦି ସି.ଜିନପିଙ୍ଗକୁ ତାମିଲନାଡୁର ମହାବଳୀପୁରମର ସଂରକ୍ଷିତ ବିଭିନ୍ନ ଐତିହ୍ୟ ସମ୍ପର୍କରେ ଅବଗତ କରାଉଥିଲେ । ଏହି ସମୟରେ ମୋଦିଙ୍କୁ ତାମିଲନାଡୁର ପାରମ୍ପରିକ ଲୁଙ୍ଗି, ହାପ-ସାର୍ଟରେ ଦେଖିବାକୁ ମିଳିଥିଲା ।

ଜିନପିଙ୍ଗକୁ ଐତିହ୍ୟ ସମ୍ପର୍କରେ ଦେଖାଇବା ସମୟରେ ସେଥିମଧ୍ୟରେ ନଜରରେ ଆସିଥିଲା ଏକ ପ୍ରସିଦ୍ଧ ଓ ବହୁ ପୁରାତନ ପଥର । ଏହି ପଥରର ଉଚ୍ଚତା 6 ମିଟର ଓ ପ୍ରସ୍ଥ 5 ମିଟର ରହିଛି । ଏହାସହ ଓଜନ 250 ଟନ । ଏହି ପଥରଟି ପାହାଡର ସ୍ଲୋପରୁ 4 ଫୁଟ ଦୂରତାରେ ରହିଥିଲା । ଏହି ବିଶାଳକାୟ ପଥରଟି କୃଷ୍ଣଙ୍କ ମଖନ ବଲ ନାମରେ ପରିଚିତ । ଯେତେବେଳେ କୃଷ୍ଣ ଲହୁଣୀ ଖାଉଥିଲେ ଏହି ସମୟରେ ପଥରଟି ଖସିଥିଲା ।

ପୂରାଣରେ ବର୍ଣ୍ଣିତ ଅଛି ଏହି ପଥରଟି ସିଧାସଳଖ ସ୍ବର୍ଗରୁ ମର୍ତ୍ତ୍ୟଲୋକରେ ପଡିଛି । ଯେଉଁଥିପାଇଁ ଏହାକୁ ଭଗବାନ ପଥର ବୋଲି କୁହାଯାଏ । ତଥାପି ଏହି କଥା କଳ୍ପିତ ହୋଇଥିଲେ ବି ଦୂରଦୁରାନ୍ତରୁ ପର୍ଯ୍ୟଟକମାନେ ଏହି ପଥରକୁ ଦେଖିବା ପାଇଁ ମହାବଳୀପୁରମ ଆସିଥାନ୍ତି ।

ଜାଣନ୍ତୁ ମହାବଳୀପୁରମର ଇତିହାସ ସମ୍ପର୍କରେ ...

ଏହି ସ୍ଥାନ ଏକ ଐତିହାସିକ ଓ ପ୍ରସିଦ୍ଧ ସ୍ଥାନ । ଯାହାକୁ ମାମଲାପୁରମ ବୋଲି କୁହାଯାଏ । ଏହି ସ୍ଥାନଟି ବେ ଅଫ୍ ବେଙ୍ଗଲର କୂଳରେ ଅବସ୍ଥିତ । ମହାବଳୀପୁରମ ସହର ସପ୍ତମ ଓ ଅଷ୍ଟମ ଶତାଦ୍ଧୀରେ ନିର୍ମିତ ବିଭିନ୍ନ ମନ୍ଦିର ପାଇଁ ପ୍ରସିଦ୍ଧ। ଏହି ମନ୍ଦିର ପରିଦର୍ଶନ ପାଇଁ ଅକ୍ଟୋବରରୁ ମାର୍ଚ୍ଚ ହିଁ ପ୍ରକୃତ ସମୟ।

ଅର୍ଜୁନ ପିନାସେ

ଏହି ସ୍ଥାନଟି ନିଜର ବୈଭବ ନକ୍ସା ପାଇଁ ଲୋକପ୍ରିୟ । ଏହି ଶିଳାଲେଖ 27 ମିଟର ଲମ୍ବା ଓ 9 ମିଟର ଉଡା । ଏହି ସ୍ଥାନରୁ ଭଗବାନ ଶିବ ପଶୁପତି ଅସ୍ତ୍ର ହାସଲ କରିବା ପାଇଁ ଅର୍ଜୁନ ତପସ୍ୟା କରୁଥିବା ଛବି ପଥର ଉପରେ ଖୋଦିତ ହୋଇଛି । ଏଠାରେ
4 ଟି ଭୁଜ ଥିବା ଭଗବାନ ଶିବଙ୍କ ମୂର୍ତ୍ତୀ ରହିଛି । ଯେଉଁଥିରେ ଶିବ ଭରଦା ମୁଦ୍ରାରେ ବସିଛନ୍ତି। ଯେଉଁଥିରେ ସେ ଅର୍ଜୁନଙ୍କୁ ବରଦାନ ଦେଉଛନ୍ତି ।

ପାଞ୍ଚ କି ରଥ

ଏହି ସ୍ମୃତି ସ୍ତମ୍ଭ ମହାବଳୀପୁରମ ଜିଲ୍ଲାର କାଞ୍ଚିପୁରମରେ ଅବସ୍ଥିତ। ଏହି ରଥକୁ ପଥରରେ କଟାଯାଇ ଖୋଦିତ କରାଯାଇଛି ।

ଶୋର ମନ୍ଦିର

ଏହି ମନ୍ଦିରକୁ ଗ୍ରାନାଇଟରେ ନିର୍ମାଣ କରାଯାଇଛି । ଏହି ମନ୍ଦିର ୟୁନେସ୍କୋ ଲିଷ୍ଟରେ ସ୍ଥାନିତ ହୋଇଛି । ମନ୍ଦିରରେ ବିଷ୍ଣୁ ଭଗବାନ ପୂଜା ପାଆନ୍ତି । ଶିବ ଲିଙ୍ଗସହ ଭଗବାନ ଶିବଙ୍କ ମୂର୍ତ୍ତୀ ଏଠାରେ ମଧ୍ୟ ସ୍ଥାନିତ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.