ETV Bharat / bharat

ଗାଡି ଚଳାଇବା ବେଳେ ଫୋନ ବ୍ୟବହାର କଲେ ଗଣିବେ 10 ହଜାର ଟଙ୍କା ଜୋରିମାନା - ୟୁପି ସରକାର

ୟୁପି ସରକାରଙ୍କ କଡା ନିଷ୍ପତ୍ତି । ଏଣିକି ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର କଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଏହି ନିୟମ ଉଲ୍ଲଂଘନ କଲେ ଗାଡି ଚାଳକଙ୍କୁ 10 ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।

_driving prenality
ଗାଡି ଚଳାଇବା ବେଳେ ଫୋନ ବ୍ୟବହାର କଲେ ଗଣିବେ 10 ହଜାର ଟଙ୍କା ଜୋରିମାନା
author img

By

Published : Jul 31, 2020, 12:49 PM IST

ଲକ୍ଷ୍ନୌ: ୟୁପି ସରକାରଙ୍କ କଡା ନିଷ୍ପତ୍ତି । ଏଣିକି ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର କଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । 100 କି 200 ଟଙ୍କା ନୁହେଁ ଏହି ନିୟମ ଉଲ୍ଲଂଘନ କଲେ ଗାଡି ଚାଳକଙ୍କୁ ଏକାଥରେ 10 ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।

ଗତ ଗୁରୁବାର ଏହି ନିୟମ ଉପରେ ଦଣ୍ଡବିଧାନ ସ୍ବରୁପ ୟୁପି ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଜୁନ୍ ମାସରେ ୟୁପି ସରକାର ମଧ୍ୟ ଏହି ଆଦେଶ ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ୟୁପି ସରକାର ସର୍ବସାଧାରଣରେ ଛେପ ପକାଇବା ଏବଂ ମାସ୍କ ନିପିନ୍ଧିବା ଉପରେ ରାଜ୍ୟରେ ଜୋରିମାନା ଲାଗୁ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.