ETV Bharat / bharat

କାଶ୍ମୀରରେ ସ୍ବଭାବିକ ହେଲା ମୋବାଇଲ ଓ ଇଣ୍ଟରନେଟ ସେବା - ମୋବାଇଲ ଫୋନ ସେବା

ଗତ ବୁଧବାର ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ରିୟାଜ ନାଇକୋଙ୍କ ହତ୍ୟା ଘଟଣାରେ ତିନି ଦିନ ପାଇଁ ଫୋନ ସେବା ବନ୍ଦ ରହିଥିଲା । ହେଲେ ଆଜିଠୁ ପୁଣି ସ୍ବଭାବିକ ହୋଇଛି ମୋବାଇଲ ସେବା । ଅଧିର ପଢନ୍ତୁ...

_mobile phone service
କାଶ୍ମୀରରେ ପୁନଃ ଆରମ୍ଭ ହେଲା ମୋବାଇଲ ଫୋନ ସେବା
author img

By

Published : May 9, 2020, 10:35 AM IST

ଶ୍ରୀନଗର: କାଶ୍ମୀରରେ ପୁଣିଥରେ ଆରମ୍ଭ ହେଲା ମୋବାଇଲ ଓ ଇଣ୍ଟରନେଟ ସେବା । ଗତ ବୁଧବାର ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ରିୟାଜ ନାଇକୋଙ୍କ ହତ୍ୟା ଘଟଣାରେ ତିନି ଦିନ ପାଇଁ ଫୋନ ସେବା ବନ୍ଦ ରହିଥିଲା । ଏହାପରେ ଶୁକ୍ରବାର ମଧ୍ୟରାତ୍ରରୁ କାଶ୍ମୀରରେ ପୁନଃ ମୋବାଇଲ ଫୋନ ସେବା ଆରମ୍ଭ ହୋଇଥିବା ଅଧିକାରୀମାନେ କହିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ, ସ୍ଥିତିର ଆକଳନ କରିବା ମୋବାଇଲ୍ ଇଣ୍ଟରନେଟ୍ ସେବା ପୁନଃ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରକାଶ ଥାଉକି, ଗତ ବୁଧବାର ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ଏନକାଉଣ୍ଟରେ 5 ଜଣ ଯବାନ ପ୍ରାଣ ହରାଇଥିଲେ । ଏହାପରେ କର୍ତ୍ତୃପକ୍ଷ ବିଏସଏନଏଲ ପୋଷ୍ଟପେଡ ବ୍ୟତୀତ କାଶ୍ମୀରରେ 2ଜିବି ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.