ETV Bharat / bharat

ୟୁପି କଲେଜ ଓ ବିଶ୍ବବିଦ୍ୟାଳୟରେ ମୋବାଇଲ ବ୍ୟାନ - mobile phone ban in college

କଲେଜ ଓ ବିଶ୍ବବିଦ୍ୟାଳୟରେ ମୋବାଇଲ ବ୍ୟାନ । ଘୋଷଣା କଲା ଉଚ୍ଚ ଶିକ୍ଷାବିଭାଗ । ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହେବ ଏହି ନିୟମ । ଜାଣନ୍ତୁ କେଉଁଠି ଏହି ନିୟମ ଲାଗୁ ହୋଇଛି ।

ଡିଜାଇନ ଫଟୋ
author img

By

Published : Oct 17, 2019, 10:14 PM IST

ଲକ୍ଷ୍ନୌ: ଆଉ କଲେଜକୁ ମୋବାଇଲ ଫୋନ ନେଇ ଯାଇ ପାରିବେନି ପିଲା । ଉତ୍ତରପ୍ରଦେଶ କଲେଜ ଓ ବିଶ୍ବବିଦ୍ୟାଳୟରେ ଏହି ନିୟମ ଲାଗୁ ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାନ କରାଯାଇଛି ମୋବାଇଲ ଫୋନ ।

କ୍ଲାସ ସମୟରେ ମୋବାଇଲ ଫୋନ ପଢାରେ ବାଧା ସୃଷ୍ଟି କରୁଛି । ତେଣୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ଏନେଇ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଏହି ନିୟମ ଲାଗୁ ହେବ ।

କେବଳ ଏତିକି ନୁହେଁ ଏହି ସମାନ ନିୟମ ଅଧ୍ୟାପକ ମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ । କଲେଜ ଆୱାରରେ ସେମାନେ ମଧ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ବହୁଳ ମାତ୍ରାରେ ମୋବାଇଲ ବ୍ୟବହାର ଯୋଗୁଁ ଦିନକୁ ଦିନ ଶିକ୍ଷା କ୍ଷେତ୍ରର ସ୍ଥିତି ବିଗିଡି ଯାଉଛି । ତେଣୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରାକର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.