ETV Bharat / bharat

ଉନ୍ନାଓ ଦୁଷ୍କର୍ମ ଘଟଣା: ବିଜେପିରୁ ଅଭିଯୁକ୍ତ ବିଧାୟକ ବହିଷ୍କୃତ, 3 ପୋଲିସ ଅଧିକାରୀ ସସପେଣ୍ଡ - କୁଲଦୀପ ସିଂ ସେନଗାର

ଉନ୍ନାଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିଧାୟକଙ୍କୁ ବିଜେପି ବହିଷ୍କୃତ କରିଛି । ସେହିପରି 3ଜଣ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି ।

ଫାଇଲ ଫଟୋ
author img

By

Published : Aug 1, 2019, 1:51 PM IST

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେନଗାରଙ୍କୁ ବିଜେପି ବହିଷ୍କୃତ କରିଛି । ସେହିପରି ପୀଡିତାଙ୍କ ସୁରକ୍ଷାରେ ନିୟୋଜିତ 3ଜଣ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି।

ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇ ଥିବା ଜଣାପଡିଛି।

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେନଗାରଙ୍କୁ ବିଜେପି ବହିଷ୍କୃତ କରିଛି । ସେହିପରି ପୀଡିତାଙ୍କ ସୁରକ୍ଷାରେ ନିୟୋଜିତ 3ଜଣ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି।

ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇ ଥିବା ଜଣାପଡିଛି।

Intro:ସ୍ଲଗ - ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଡିଜିଟାଲ ଡିସ୍ପେନ୍ସେରି କର୍ମଚାରୀ ଙ୍କ ସମସ୍ୟାର ସମାଧାନ
ଫର୍ମାଟ - ଏଭିଓ, ୩୧/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ ଡିସ୍ପେନ୍ସେରି କର୍ମଚାରୀ ଙ୍କୁ ମିଳିବ ବକେୟା ଟଙ୍କା , ଗ୍ରାଚୁଇଟି ଓ ଇପିଏଫ ବାବଦ ଟଙ୍କା । ଏ ସମ୍ବନ୍ଧରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲାରେ କାର୍ଯ୍ୟରତ ଡିଜିଟାଲ ଡିସ୍ପେନ୍ସେରି କର୍ମଚାରୀ ଓ ଗ୍ଲୋକାଲ କମ୍ପାନୀର ଅଧିକାରୀ ମେଜର ଆଶୁତୋଷ ଶ୍ରୀବାସ୍ତ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ରେ ଗ୍ଲୋକାଲ କତ୍ତୃପକ୍ଷ ଆଗାମୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଗୋଟିଏ ମାସ ର ଗ୍ରାଚୁଇଟି ଓ ସେପ୍ଟେମ୍ବର ମାସ ସୁଦ୍ଧା ଦୁଇ ମାସ ର ସମସ୍ତ ବକେୟା ପ୍ରାପ୍ୟ ଓ ଆଗାମୀ ନଭେମ୍ବର ମାସ ସୁଦ୍ଧା କର୍ମଚାରୀ ଙ୍କ ବାକି ରହିଯାଇଥିବା ପ୍ରାପ୍ୟ ସହିତ ଅନ୍ୟ ସମସ୍ୟା ଦୂର କରାଯିବ ବୋଲି ସହମତି ପ୍ରକାଶ ପାଇଥିବା ନେଇ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ଗ୍ଲୋକାଲ କତ୍ତୃପକ୍ଷ ଙ୍କ ଦ୍ଵାରା ବହିଷ୍କୃତ ହୋଇଥିବା ଦୁଇ ଜଣ ଡିଜିଟାଲ କର୍ମଚାରୀ ଙ୍କ ଲିଖିତ ଅଭିଯୋଗ ପାଇବା ପରେ ସେମାନଙ୍କ ଅଭିଯୋଗ କୁ କମ୍ପାନୀ ର ଉପରିସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରି ତାହାର ସମାଧାନ ନେଇ ପ୍ରତିଶୃତି ଦେଇଛନ୍ତି ଗ୍ଲୋକାଲ ସିଇଓ । ଉପାନ୍ତ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କ୍ରମେ ନବରଙ୍ଗପୁର ଜିଲ୍ଲାରେ ଟି ୨୪ ଗୋଟି ଡିଜିଟାଲ ଡିସ୍ପେନ୍ସେରି ଖୋଲାଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି । ସେଥିମଧ୍ୟରୁ ୨୧ ଟି ଡିଜିଟାଲ ଡିସ୍ପେନ୍ସେରି କାର୍ଯ୍ୟକ୍ଷମ ରହିଛି । ଏହି ଡିଜିଟାଲ ଡିସ୍ପେନ୍ସେରି ଗୁଡିକ ଗ୍ଲୋକାଲ କମ୍ପାନୀ ଅଧୀନରେ ରହି କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲା । ତେବେ ଉପାନ୍ତ ଅଞ୍ଚଳ ରେ ରହି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଥିଲେ ମଧ୍ୟ ଏଥିରେ କାର୍ଯ୍ୟରତ କର୍ମଚାରୀ ଙ୍କ ଗତ ଚାରି ମାସ ର ଦରମା ଦିଆଯାଇନଥିବା, ସେମାନଙ୍କ ଇପିଏଫ ନମ୍ବର ଦିଆନଯିବା ସହ ଡିଜିଟାଲ ଡିସ୍ପେନ୍ସେରି ରେ କାର୍ଯ୍ୟରତ ଦୁଇଜଣ କର୍ମଚାରୀ ଙ୍କୁ ଅନ୍ୟାୟ ଭାବେ ବହିଷ୍କୃତ କରାଯାଇଥିବା ପ୍ରତିବାଦ ରେ ସେମାନଙ୍କୁ ପୁନଃ ଅବସ୍ଥାପିତ କରିବା ଦାବି ନେଇ ଗତ ସାତ ତାରିଖ ଦିନ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ସାକ୍ଷାତ କରି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଦାବି କରିଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.