ଭୋପାଳ: ଜଣେ ନିଶାଗ୍ରସ୍ତ ନାବାଳକ ପିତା ମାତାଙ୍କ ସହ ନିଜର ସାନଭାଇକୁ ହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ । ଗତ ଜନୁଆରୀ 28 ତାରିଖରେ ଏକ ଘରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ, ତାଙ୍କ ସ୍ତ୍ରୀ ସହିତ ସାନ ଭାଇର ମୃତଦେହ ଏକ ଘର ଭିତରୁ ମିଳିଥିଲା । ଏ ଘଟଣାରେ ଜଡିତ ଅଭିଯୁକ୍ତ ଜାନୁୟାରୀ 24 ତାରିଖରେ ପ୍ରଥମେ ନିଜ ମା’, ପରେ ବାପା ଓ ସାନ ଭାଇକୁ ହତ୍ୟା କରିଥିଲା । ପୋଲିସର ତଦନ୍ତ ସମୟରେ ଜଣାପଡିଛି ଅଭିଯୁକ୍ତ ନାବାଳକ ଜଣକ ସବୁବେଳେ ନିଶାଗ୍ରସ୍ତ ରହୁଥିଲା । ପୂର୍ବରୁ ସେ ନିଜ ଘରୁ 40000 ଟଙ୍କା ଚୋରି କରି ବାହାରକୁ ପଳାଇଥିଲା ।
ବାପା-ମା ସହ ସାନଭାଇକୁ ମାରିଲା ନାବାଳକ - mp minor murder news
ପିତା ମାତାଙ୍କ ସହ ନିଜର ସାନଭାଇକୁ ହତ୍ୟା କରିଛି ନିଶାଗ୍ରସ୍ତ ନାବାଳକ । ଅଧିକ ପଢନ୍ତୁ...
ଭୋପାଳ: ଜଣେ ନିଶାଗ୍ରସ୍ତ ନାବାଳକ ପିତା ମାତାଙ୍କ ସହ ନିଜର ସାନଭାଇକୁ ହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ । ଗତ ଜନୁଆରୀ 28 ତାରିଖରେ ଏକ ଘରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ, ତାଙ୍କ ସ୍ତ୍ରୀ ସହିତ ସାନ ଭାଇର ମୃତଦେହ ଏକ ଘର ଭିତରୁ ମିଳିଥିଲା । ଏ ଘଟଣାରେ ଜଡିତ ଅଭିଯୁକ୍ତ ଜାନୁୟାରୀ 24 ତାରିଖରେ ପ୍ରଥମେ ନିଜ ମା’, ପରେ ବାପା ଓ ସାନ ଭାଇକୁ ହତ୍ୟା କରିଥିଲା । ପୋଲିସର ତଦନ୍ତ ସମୟରେ ଜଣାପଡିଛି ଅଭିଯୁକ୍ତ ନାବାଳକ ଜଣକ ସବୁବେଳେ ନିଶାଗ୍ରସ୍ତ ରହୁଥିଲା । ପୂର୍ବରୁ ସେ ନିଜ ଘରୁ 40000 ଟଙ୍କା ଚୋରି କରି ବାହାରକୁ ପଳାଇଥିଲା ।
Dhenkanal(Odisha): A decicated school teacher Binodini Samal reaching school through neck deep swollen river in Dhenkanal district of Odisha. Samal, a primary teacher in her fifites is working as a Ganasikshyak(one of the thousands of contractual teachers appointed by Odisha govt) since last ten years.
She is working in Odapada block's Rathiapala primary school in Dhenkanal district. Her every day routine involves wading through the swollen Sapua river in order to get to her school. For her work and childrens future is more important than anything else. What would I do sitting at home says samal.
Conclusion: