ETV Bharat / bharat

କୋରୋନା ପ୍ରଭାବ, କମିଲା କ୍ଷୀର ଦାମ୍ - coronavirus updates

କୋରୋନା ପ୍ରଭାବରେ ଅନେକ ଜିନିଷର ମୂଲ୍ୟ ମଧ୍ୟ ହ୍ରାସ ପାଇଥିବାର ଦେଖାଦେଇଛି । କ୍ଷୀରର ମୂଲ୍ୟ ମଧ୍ୟ ଲିଟର ପିଛା 10 ଟଙ୍କା ହ୍ରାସ ପାଇଛି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ, କମିଲା କ୍ଷୀର ଦାମ୍
କୋରୋନା ପ୍ରଭାବ, କମିଲା କ୍ଷୀର ଦାମ୍
author img

By

Published : Mar 19, 2020, 3:46 AM IST

ନୂଆଦିଲ୍ଲୀ : ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି କୋରୋନା । କୋରୋନା ପ୍ରଭାବରେ ଅନେକ ଜିନିଷର ମୂଲ୍ୟ ମଧ୍ୟ ହ୍ରାସ ପାଇଥିବାର ଦେଖାଦେଇଛି । ଗତ 50 ବର୍ଷ ମଧ୍ୟରେ ଏହି ଘଟଣା ପ୍ରଥମ ଯେଉଁଠି ଯେଉଁଠାରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି ।

କେବଳ ସୁନା କି ରୂପା ନୁହେଁ, କ୍ଷୀରର ମୂଲ୍ୟ ମଧ୍ୟ ଲିଟର ପିଛା 10 ଟଙ୍କା ହ୍ରାସ ପାଇଛି । ହରିୟାଣାରେ କ୍ଷୀରର ମୂଲ୍ୟ ହ୍ରାସ ହେତୁ ଦୁଗ୍ଧ ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । କେବଳ ଦୁଗ୍ଧ ବ୍ୟବସାୟୀ ନୁହଁନ୍ତି ବଂର ଗାଇ ବ୍ୟବସାୟୀ ମଧ୍ୟ ଏନେଇ ଚିନ୍ତାରେ ।

ଦୁଗ୍ଧ ବ୍ୟବସାୟ କହିଛନ୍ତି, କ୍ଷୀରର ମୂଲ୍ୟ ଲିଟର ପିଛା 40 ଟଙ୍କା ଥିଲା, ଯାହା ଗତ ସପ୍ତାହରେ ଲିଟର ପିଛା 40 ରୁ 30 ଟଙ୍କାକୁ ଖସି ଆସିଛି । ତେବେ ବର୍ତ୍ତମାନ କ୍ଷୀରର ମୂଲ୍ୟ ଆହୁରି ହ୍ରାସ ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.