ETV Bharat / bharat

ଶରୀରରକୁ କ୍ଷତି ପହଞ୍ଚାଇ ପାରେ କ୍ଷୀର ! - ମାଛ ଖାଇବା ପରେ କିମ୍ବା ପୂର୍ବରୁ ପରେ କ୍ଷୀରର ସେବନ କରନ୍ତୁ ନାହିଁ

ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଅନ୍ୟ କିଛି ଖାଦ୍ୟ ସହ ଖାଇବା ଦ୍ବାରା ଏହା ବିଷାକ୍ତ ସାବ୍ୟସ୍ତ ହୋଇଥାଏ । ଅନେକ ଥର ଆମେ ଭୁଲ ମିଶ୍ରଣ ଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ । ଯାହାଦ୍ବାରା ଆମ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ । ଅଧିକ ପଢନ୍ତୁ....

ଶରୀରରକୁ କ୍ଷତି ପହଞ୍ଚାଇ ପାରେ କ୍ଷୀର !
ଶରୀରରକୁ କ୍ଷତି ପହଞ୍ଚାଇ ପାରେ କ୍ଷୀର !
author img

By

Published : Jun 9, 2020, 8:38 PM IST

ହାଇଦ୍ରାବାଦ: ଆମେ ସମସ୍ତେ ଏହା ଜାଣିଛେ ଯେ କ୍ଷୀରରେ ପ୍ରଚୁର ପରିମାଣରେ ଭିଟାମିନ୍ ମହଜୁଦ୍ ରହିଥାଏ । ଏଥିରେ ଆୟୋଡିନ୍, କ୍ୟାଲସିୟମ୍, ପୋଟ୍ଟାସିୟମ୍ ଏବଂ ଭିଟାମିନ୍ ଡି ରହିଥାଏ । ଏହାର ସେବନ୍ କରିବା ଦ୍ବାରା ଆମକୁ ଅନେକ ଫାଇଦା ମିଳିଥାଏ । ମାତ୍ର କଣ ଆପଣ ଜାଣିଛନ୍ତି ଆପଣଙ୍କ ଶରୀରକୁ ପ୍ରୋଟିନ ଯୋଗାଇଥିବା ଏହି ପାନୀୟ ଆପଣଙ୍କ ପାଇଁ ଅନେକ ସମୟରେ କ୍ଷତିକାରକ ମଧ୍ୟ ପ୍ରମାଣିତ ହୋଇଥାଏ । ତେବେ ଏମିତି ହେବାର କାରଣ କଣ ଜାଣିବା ପାଇଁ ପଢନ୍ତୁ..

ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଅନ୍ୟ କିଛି ଖାଦ୍ୟ ସହ ଖାଇବା ଦ୍ବାରା ଏହା ବିଷାକ୍ତ ସାବ୍ୟସ୍ତ ହୋଇଥାଏ । ଅନେକ ଥର ଆମେ ଭୁଲ ମିଶ୍ରଣ ଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ । ଯାହାଦ୍ବାରା ଆମ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ । ଆଉ ଏମିତି କିଛି ଅନେକ ସମୟରେ କ୍ଷୀର ସହିତ ହୋଇଥାଏ । ଏମିତି ଅନେକ ଜିନିଷ ରହିଛି ଯାହାକୁ କ୍ଷୀର ସହ ଖାଇବା ଦ୍ବାରା ଏହା ଆମ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ।

ମାଛ ଖାଇବା ପରେ କିମ୍ବା ପୂର୍ବରୁ ପରେ କ୍ଷୀରର ସେବନ କରନ୍ତୁ ନାହିଁ । ଯାହାଦ୍ବାରା ଆମ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହା ଆମର ପାଚନ ପ୍ରକ୍ରିୟାରେ ସମସ୍ୟା ଉତ୍ପନ କରିଥାଏ । ତେଣୁ କ୍ଷୀର ଏବଂ ମାଛ ଖାଇବା ମଧ୍ୟରେ 2 ଘଣ୍ଟାର ଅନ୍ତର ରଖିବା ଆବଶ୍ୟକ ।

ସେହିପରି ସାଇଟ୍ରିକ ଏସିଡ୍ ଯୁକ୍ତ ଖଟା ଫଳ ମଧ୍ୟ କ୍ଷୀର ପିଇବା ପୂର୍ବରୁ କିମ୍ବା ପରେ କରିବା ଉଚିତ ନୁହେଁ । ଏହା ଆମ ଶରୀରରେ ଅନେକ ସମସ୍ୟା ଉପୁଯାଇଥାଏ । ଯେମିତି ପେଟ ବ୍ୟଥା ଏବଂ ସ୍କ୍ରିନ୍ ସମସ୍ୟା ।

ସେହିପରି କ୍ଷୀର କିମ୍ବା ଦହିରେ ଖାଇବା ସମୟରେ ଲୁଣଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ଏହା ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ସେହିପରି ଅନେକ ଲୋକଙ୍କ ଚିନ୍ତାଧାର ରହିଛି ଯେ, କ୍ଷୀର ଏବଂ ଦହି ଗୋଟିଏ ଉତ୍ପାଦରୁ ପ୍ରସ୍ତୁତ । ତେଣୁ ଏହାକୁ ଏକାଠି ଖାଇବାରେ କୌଣସି ଅସୁବିଧା ନଥାଏ । ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍ । ଏହାଦ୍ବାରା ଶରୀରରେ ଅନେକ ରୋଗ ଉତ୍ପନ୍ନ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.