ETV Bharat / bharat

ଚମ୍ବାରେ ମୃଦୁ ଭୂକମ୍ପ ଝଟକା

author img

By

Published : Oct 29, 2019, 2:34 PM IST

ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ମୃଦୁ ଭୂକମ୍ପ ଝଟକା । ସକାଳ ପ୍ରାୟ 11ଟା 31 ସମୟରେ ଜିଲ୍ଲାବାସୀ ଭୂକମ୍ପର ଝଟକା ଅନୁଭବ କରିଥିଲେ ।

ପ୍ରତୀକାତ୍ମକ ଫଟୋ

ଶିମଲା: ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାରେ ମୃଦୁ ଭୂକମ୍ପ ଝଟକା । ସକାଳ ପ୍ରାୟ 11ଟା 31 ସମୟରେ ଜିଲ୍ଲାବାସୀ ଭୂକମ୍ପର ଝଟକା ଅନୁଭବ କରିଥିଲେ । ରିକ୍ଟର ସ୍କେଲର ଏହାର ତୀବ୍ରତା 3.4 ରେକର୍ଡ କରାଯାଇଛି । ଉତ୍ତର-ପୂର୍ବ ଚମ୍ବାରେ 5 କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଜଣାପଡିଛି ।

ଚମ୍ବାରେ ମୃଦୁ ଭୂକମ୍ପ ଝଟକା

ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । କିନ୍ତୁ ମୃଦୁ ଭୂକମ୍ପ ଝଟକା ଯୋଗୁଁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ଗୋଟିଏ ଦିନରେ ତିନି ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।

ତେଣେ ଭୂକମ୍ପ ସୃଷ୍ଟି ଦିଗରେ ଚମ୍ବା ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଲୋକ ସାମାନ୍ୟ ଆତଙ୍କିତ ରହିଛନ୍ତି ।

Intro:

हिमाचल प्रदेश के चम्बा जिला में फिर से भूकंप के तेज झटके महसूस किए गए हैं।मंगलवार को 11:31 मिनट पर भूकंप आया।रिएक्यर स्कैल पर 3.4 तीव्रता मापी गई। भूकंप का केन्द्र उत्तर पूर्व चंबा में 5 किलोमीटर की गहराई में था। हालंकि कोई जान माल का नुकसान नही हुआ है। लेकिन भूकंप के झटके से लोगो मे डर का माहौल है। सितंबर माह भी एक ही दिन तीन बार भूकम्प के झटके महसूस किए गए थे। Body:मौसम विभाग के निदेशक मनमोहन सिंह ने कहा कि 11:31 पर भूकम्प के झटके महसूस किए गए। उन्होंने कहा की ये कम तीव्रता वाला भूकम था जिसके चलते कोई नुक्सान नही हुआ है ! चंबा कांगड़ा भूकंप की दृष्टि से काफी संवेदनशील है ! बीते माह भी भूकंप के झटके महसूस किये गए थे !
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.