ETV Bharat / bharat

'ସେଲ୍ଟର ହୋମରେ ନାହିଁ କୌଣସି ସୁବିଧା'

author img

By

Published : Apr 1, 2020, 11:15 AM IST

'ସେଲ୍ଟର ହୋମରେ ନାହିଁ କୌଣସି ସୁବିଧା' ଅଭିଯୋଗ ଆଣିଲେ ମହାରାଷ୍ଟ୍ର ସେଲଟର ହୋମରେ ରହୁଥିବା ଦାଦନ ଶ୍ରମିକ । କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଏମାନଙ୍କୁ ସେଲ୍ଟର ହୋମରେ ରଖାଯାଇଛି । ଅଧିକ ପଢନ୍ତୁ...

migrant facing problem at maha shelter home
'ସେଲଟର ହୋମରେ ନାହିଁ କୌଣସି ସୁବିଧା'

ମୁମ୍ବାଇ: ମହାରାଷ୍ଟ୍ର ସେଲ୍ଟର ହୋମରେ ରହୁଥିବା ଦାଦନ ଶ୍ରମିକଙ୍କ ଆସିଲା ଅଭିଯୋଗ। ସେଲଟର ହୋମରେ ନାହିଁ ବିଦ୍ୟୁତ ସେବା କି ନାହିଁ ଟଏଲେଟ । ଫଳରେ ମହିଳାମାନେ ଏଠାରେ ରହିବା ସୁରକ୍ଷିତ ମଣୁନାହାଁନ୍ତି । ଛୋଟ ପିଲାଙ୍କୁ ଧରିଲ ରହିବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି ।

କେବଳ ଏତିକିରେ ସରିନି ଏମାନଙ୍କ ଦୁଃଖ ସେଲ୍ଟର ହୋମରେ ଦିଆଯାଉଥିବା ଖାଦ୍ୟ ଏମାନଙ୍କୁ ଅଳିଆ ଗଦା ନିକଟରେ ବସି ଖାଇବାକୁ ପଡୁଛି । ଯାହା ଦ୍ବାରା ଅଧିକ ରୋଗ ହେବା ନେଇ ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକ ମାନେ ।

ଆମେ ବର୍ତ୍ତମାନ ସୁସ୍ଥ ଅଛୁ କିନ୍ତୁ ଏଭଳି ପରିସ୍ଥିତିରେ ରହିଲେ ଭବିଷ୍ୟରେ ଅସୁସ୍ଥ ହେବା ନିଶ୍ଚିତ ବୋଲି କହିଛନ୍ତି ଜଣେ ଶ୍ରମିକ । କେବଳ ଆମକୁ ଏଠାରେ ଆଣି ରହିବା ପାଇଁ କୁହାଯାଇଛି । କିନ୍ତୁ କୌଣସି ସୁବିଧା ନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.