ETV Bharat / bharat

ଏଣିକି ବଦଳିବ 'ଅଭିନନ୍ଦନ'ର ପରିଭାଷା: ପିଏମ ମୋଦି - PM Modi

ଶତ୍ରୁ ଘରୁ ଜନ୍ମମାଟିକୁ ଫେରିଛନ୍ତି ଅଭିନନ୍ଦନ । ତିନି ଦିନ ଧରି ପାକିସ୍ତାନ ହେପାଜତରେ ଥିଲେ ଅଭିନନ୍ଦନ। ଅଭିନନ୍ଦନଙ୍କ ସ୍ବଦେଶ ଫେରିବା ପରେ ସାରା ଦେଶରେ ଉତ୍ସାହର ଲହରୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 2, 2019, 6:30 PM IST

Updated : Mar 2, 2019, 7:25 PM IST

ନୂଆଦିଲ୍ଲୀ: ଶତ୍ରୁ ଗଡରେ ପାଖାପାଖି 3 ଦିନ ରହିବା ପରେ ଜନ୍ମମାଟି ଭାରତକୁ ଫେରିଛନ୍ତି ୱିଂଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ପୂରା ଦେଶ ଅଭିନନ୍ଦନଙ୍କୁ ଉଚ୍ଛ୍ବସିତ ସ୍ବାଗତ କରିଛି । ପିଲା ଠୁ ବୁଢା, ନେତା ଠୁ ଅଭିନେତା ସମସ୍ତେ ଏହି ପରାକ୍ରମୀ ବୀରଙ୍କ ସୌର୍ଯ୍ୟ, ପରାକାଷ୍ଠା ଏବଂ ସାହିକତାକୁ ସଲାମ ଜଣାଇଛନ୍ତି । କେବଳ ସେତିକି ନୁହେଁ ମାର୍ଚ୍ଚ 1କୁ ଏକପ୍ରକାର 'ଅଭିନନ୍ଦନ' ଦିବସ ରୂପେ ପାଳନ କରିଛନ୍ତି ଦେଶବାସୀ । ଏପଟେ 'ଅଭିନନ୍ଦନ' ଅର୍ଥାତ୍ 'Congratulations'ର ପରିଭାଷା ଏଣିକି ବଦଳିବ ବୋଲି ଶନିବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • हिन्दुस्तान जो भी करता है, दुनिया उसे गौर से देखती है।

    भारत की ताकत है कि वो डिक्शनरी के शब्दों का अर्थ बदल देता है।

    कभी अभिनन्दन का अर्थ होता था 'congratulations' और अब अभिनन्दन का अर्थ ही बदल जाएगा : पीएम मोदी pic.twitter.com/vySUsTDNAH

    — BJP (@BJP4India) March 2, 2019 " class="align-text-top noRightClick twitterSection" data=" ">

ଏକ ହାଉସିଂ ମିନିଷ୍ଟ୍ରି (ଆବାସ ମନ୍ତ୍ରଣାଳୟ) ଇଭେଣ୍ଟରେ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ଏବେ ପୁରା ଦେଶ ଭାରତର ଶକ୍ତିକୁ ଦେଖିଛି । ଏମିତିକି ଭାରତ ଏତେ କ୍ଷମତାଶୀଳ ଯେ, ଡିକ୍ସନାରୀ (ଶବ୍ଦକୋଷ)ର ଅର୍ଥକୁ ମଧ୍ୟ ବଦଳାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

  • Welcome Home Wing Commander Abhinandan!

    The nation is proud of your exemplary courage.

    Our armed forces are an inspiration for 130 crore Indians.

    Vande Mataram!

    — Narendra Modi (@narendramodi) March 1, 2019 " class="align-text-top noRightClick twitterSection" data=" ">

ତିନି ଧରି ଶତ୍ରୁ ଦେଶରେ ଗୋଟିଏ ଗୋଟିଏ କ୍ଷଣ ବିରତ୍ବର ସହିତ ବିତାଇଥିଲେ ନିର୍ଭିକ, ସଚ୍ଚା ଦେଶଭକ୍ତ ଏବଂ ବୀର ବାୟୁଯୋଦ୍ଧା ଅଭିନନ୍ଦନ । ସେ ମଧ୍ୟ ନିଜର ସାହକିତା ଓ ଦେଶ ପ୍ରତି ତାଙ୍କର ସଚ୍ଚୋଟତାକୁ ପ୍ରମାଣ କରି ଦେଖାଇଛନ୍ତି । ଜେନିଭା କନଭେନନ୍ସ ନିୟମ ଏବଂ ଭାରତର ପ୍ରବଳ ଚାପ ପରେ ବାଧ୍ୟ ହୋଇ ପାକିସ୍ତାନ ଗତକାଲି ଅଭିନନ୍ଦନଙ୍କୁ ଫେରାଇଛି । ତେବେ ପ୍ରଧାନମନ୍ତ୍ରୀ ଅଭିନନ୍ଦନଙ୍କ ସ୍ବଦେଶ ଗସ୍ତ ପରେ ଟ୍ବିଟ କରି ସ୍ବାଗତ ଜଣାଇବା ଥିବା ବେଳେ ତାଙ୍କ ପାଇଁ ଆଜି ଦେଶ ଗର୍ବିତ ବୋଲି କହିଛନ୍ତି ।

Intro:ଆଜି ଯାଜପୁରର ବଡଚଣା ନିର୍ବାଚନ ମଣ୍ଡଳୀ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ପ୍ରାୟ 11:30 ସମୟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଆସି ଚଣ୍ଡିଖୋଲ ସୁଙ୍ଗୁଡ଼ା ଖେଳପଡ଼ିଆରେ ଅବତରଣ କରିଥିଲେ। ପହଞ୍ଚି ପାଖାପାଖି 500କୋଟିରୁ ଉର୍ଦ୍ଧ୍ବବିଭିନ୍ନ ଉନ୍ନୟନ ମୂଳକ କର୍ଯ୍ୟ ଓ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିଥିଲେ ।ମୁଖ୍ୟତ 2ୟ ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ ବିଲ୍ଡିଂ ,ବାଇସମୌଜା ସେତୁ ଓ ବଡଚଣା ବ୍ଲକ ସମ୍ମୁଖରେ ସ୍ବାଧିନତା ସିଂଗ୍ରାମୀ ମାନଙ୍କର ସ୍ମୃତିସ୍ତମ୍ଭର ଶୁଭ ଉଦଘାଟନ କରିଥିଲେ। ସେହିପରି ବସୁଧା ଯୋଜନାରେ ମେଗା ପାନୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦୟଗିରି -ଲଳିତଗିରି-ରତ୍ନଗିରିକୁ ସଂଯୋଗୀକରଣ ରାସ୍ତା ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଣ୍ଡିଖୋଲ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସକୁ ଡିଜିଟାଲ ମାଧ୍ୟମରେ ଉଦଘାଟନ କରିଥିଲେ। ତେବେ ଏହି ମୁଖ୍ୟମନ୍ତ୍ରୀଙ୍କ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ,ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଯାଜପୁର ସାଂସଦ ରୀତା ତରେଇ, ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ,କୋରେଇ ର ବିଧାୟକ ଆକାଶ ଦାସନାୟକ,ବରୀ ବିଧାୟକ ଦେବାଶିଷ ନାୟକ ଓ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରମୁଖ ଯୋଗଦେଇଥିଲେ।

Body:ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବଡଚଣାକୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିଜେଡି କର୍ମୀ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
bite-1-ଅମର ପ୍ରସାଦ ଶତପଥୀ, ବିଧାୟକ ବଡଚଣା
bite-2-ଆକାଶ ଦାସନାୟକ, ବିଧାୟକ କୋରେଇ
bite-୩-ଅନନ୍ତ ଦାସ,ଉଚ୍ଚଶିକ୍ଷା ମନ୍ତ୍ରୀ ,ଓଡିଶା

Conclusion:
Last Updated : Mar 2, 2019, 7:25 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.