ETV Bharat / bharat

ସବୁଠି ମାସ୍କ ବ୍ୟବହାର ବାଧ୍ୟତାମୂଳକ: CSIR - ସିଏସଆଇଆର

ବାୟୁରେ କୋରୋନା ବ୍ୟାପୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବା ପରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) ମହାନିର୍ଦ୍ଦେଶକ ଡ. ଶେଖର ମାଣ୍ଡେ କହିଛନ୍ତି, ମାସ୍କ ପିନ୍ଧିବା ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

corona
ସମସ୍ତଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ
author img

By

Published : Jul 9, 2020, 11:04 AM IST

ନୂଆଦିଲ୍ଲୀ: ବାୟୁରେ କୋରୋନା ବ୍ୟାପୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବା ପରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) ମହାନିର୍ଦ୍ଦେଶକ ଡ. ଶେଖର ମାଣ୍ଡେ କହିଛନ୍ତି, ମାସ୍କ ପିନ୍ଧିବା ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ମୋ ମତରେ ରୁମ୍ ସମେତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ଉଚିତ୍। ତେବେ ଯଦି ଆପଣ ଅଫିସରେ ଅଛନ୍ତି । ଅଫିସ୍ ଭଲ ଭାବରେ ଭେଣ୍ଟିଲାଇଜ ହେବା ଆବଶ୍ୟକ । ଯଦି ଆପଣ ବନ୍ଦ ସ୍ଥାନରେ ଅଛନ୍ତି ଉକ୍ତ ସ୍ଥାନକୁ ଭେଣ୍ଟିଲାଇଜ କରିବା ଆବଶ୍ୟକ । ଏଣୁ ସର୍ବଦା ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ବୋଲି ବୋଲି ଡ. ମାଣ୍ଡେ କହିଛନ୍ତି ।

ବାୟୁବାହୀ ଏବଂ ଅଣ-ବାୟୁବାହୀ ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି, ଦୁନିଆରେ ଏହା ପ୍ରମାଣ ଅଛି ଯେ ଯେତେବେଳେ ଆମେ କଥା ହୋଇଥାଉ ସେତେବେଳେ ଆମେ ଏରୋସୋଲ ନିର୍ଗତ କରୁ । ଯାହାର ଆକାର ପାଞ୍ଚ ମାଇକ୍ରନରୁ କମ୍। ଯେହେତୁ ଏହାର ଆକାର ଛୋଟ । ଏଥିପାଇଁ ଏହା ବାୟୁରେ ଘୁରି ବୁଲୁଥାଏ ।

ଯାହାଦ୍ବାରା ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ଏରୋସୋଲ ଦ୍ବାରା ଭାଇସ ଅନ୍ୟକୁ ସଂକ୍ରମିତ କରିବାର ସମ୍ଭାବନା ରହିଛି। ବନ୍ଦ କୋଠରୀରେ ଯେଉଁଠାରେ ଭେଣ୍ଟିଲେସନ ବହୁତ ଭଲ ନୁହେଁ ସେଠାରେ ବାୟୁ ମଧ୍ୟ ସଂକ୍ରମଣର ଏକ ବିପଦ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.