ETV Bharat / bharat

ବଦଳିଲା ଅନେକ ଟ୍ରେନର ଗତିପଥ, ଜାଣନ୍ତୁ କେଉଁଠି...

author img

By

Published : Sep 22, 2019, 1:25 PM IST

ଉତ୍ତର ଭାରତୀୟ ରେଳ ବିଭାଗ ପକ୍ଷରୁ 21 ସେପ୍ଟମ୍ବରରୁ 30 ସେପ୍ଟମ୍ବର ଯାଏଁ ରଦ୍ଦ ହୋଇଛି 30 ଯାତ୍ରାବାହୀ ଟ୍ରେନ । ରେଳ ଲାଇନର ମରାମତି କାରଣରୁ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ପ୍ରତିକାତ୍ମକ ଫଟୋ

ଲକ୍ଷ୍ମୌ: ରେଳ ବିଭାଗ ପକ୍ଷରୁ ରଦ୍ଦ ହେବାକୁ ଯାଉଛି 30ଟି ଯାତ୍ରୀବାହୀ ଟ୍ରେନ । ଉତ୍ତର ଭାରତୀୟ ରେଳ ବିଭାଗ ପକ୍ଷରୁ 21 ସେପ୍ଟମ୍ବରରୁ 30 ସେପ୍ଟମ୍ବର ଯାଏଁ ରଦ୍ଦ ହୋଇଛି 30 ଯାତ୍ରାବାହୀ ଟ୍ରେନ । ରେଳ ଲାଇନ ମରାମତି କାରଣରୁ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ଉତ୍ତର ରେଲ ବିଭାଗ ପକ୍ଷରୁ ଅନେକ ପାସେଞ୍ଜର ଓ ମେମୁ ଟ୍ରେନ ରଦ୍ଦ ହୋଇଥିବାବେଳେ ପୂର୍ବ-ଉତ୍ତର ରେଳ ବିଭାଗ ଆଡୁ ଯାଉଥିବା ଅନେକ ଟ୍ରେନ ଗୁଡିକ ମଧ୍ୟ ରଦ୍ଦ କରାଯାଇଥିବା ସୂଚନା ମିଳିଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ହଠାତ୍ ଉତ୍ତର ରେଳ ବିଭାଗ ପକ୍ଷରୁ ଗୋମତି ଏକ୍ସପ୍ରେସକୁ ସେପ୍ଟମ୍ବର 21ରୁ ଅକ୍ଟୋବର 20 ଯାଏଁ ରଦ୍ଦ କରାଯାଇଛି । ଏହାସହ ଗୋରଖପୁର-ଆନନ୍ଦ ବିହାର ଟର୍ମିନାଲ ହମସଫର ଏକ୍ସପ୍ରେସକୁ 30 ସେପ୍ଟମ୍ବରରୁ 19 ଅକ୍ଟୋବର ଯାଏଁ କ୍ୟାନସେଲ କରାଯାଇଛି ।

ସେହିଭଳି ଦରଭଙ୍ଗା-ନୂଆଦିଲ୍ଲୀ ଏକ୍ସପ୍ରେସ 30ସେପ୍ଟମ୍ବର ରୁ 19 ଅକ୍ଟୋବର ଯାଏଁ ଏସବାଗ ପରିବର୍ତ୍ତେ ବୁଢବଲ-ସୀତାପୁର ରୁଟ ଦେଇ ଚାଲିବ । ଅମ୍ରାପାଲି 1ରୁ 20 ଅକ୍ଟୋବର ଯାଏଁ ବାରମ୍ବକି-ମଲ୍ଲୋର-ଡାଲିଗଞ୍ଜ-ସୀତାପୁର ଦେଇ ଯାତ୍ରା କରିବ ।

ତେବେ ଏତେ ସଂଖ୍ୟକ ଟ୍ରେନ ରଦ୍ଦ ହେବା ହେବାରୁ ଟିକେଟ ବୁକିଂ କରିଥିବା ହଜାର ହଜାର ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେବେ । ମାତ୍ର ଏହାରି ମଧ୍ୟରେ ତେଜସ ଏକ୍ସପ୍ରେସ ଚାଲିବାରୁ ଗାଜିଆବାଦ ଏବଂ ନୂଆଦିଲ୍ଲୀ ଯାଉଥିବା ଯାତ୍ରୀଙ୍କୁ ସାମାନ୍ୟ ଆଶ୍ବସ୍ଥି ଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.