ETV Bharat / bharat

ସିସୋଦିଆଙ୍କୁ ଦିଲ୍ଲୀ ପୋଲିସଙ୍କ କ୍ଲିନ ଚିଟ୍‌ - ସିସୋଦିଆଙ୍କୁ ଚିଟ୍‌

ମନିଷ ସିସୋଦିଆଙ୍କୁ ଦିଲ୍ଲୀ ପୋଲିସଙ୍କ କ୍ଲିନ ଚିଟ । ଫେକ ନ୍ୟୁଜ ପ୍ରଚାର କରୁଥିବା ନେଇ ଅଭିଯୋଗ ଆଣିଥିଲେ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ । ଅଧିକ ପଢନ୍ତୁ...

ସିସୋଦିଆଙ୍କୁ ଦିଲ୍ଲୀ କୋର୍ଟର କ୍ଲିନ ଚିଟ୍‌
ସିସୋଦିଆଙ୍କୁ ଦିଲ୍ଲୀ କୋର୍ଟର କ୍ଲିନ ଚିଟ୍‌
author img

By

Published : Feb 24, 2020, 2:14 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଦିଲ୍ଲୀ ପୋଲିସଙ୍କ କ୍ଲିନ ଚିଟ । ଜାମିଆ ଆନ୍ଦୋଳନ ସମୟରେ ‘ଡିଟିସି ବସ ଜଳାଇବାରେ ପଛରେ ପୋଲିସ ହାତ’ ଥିବା ନେଇ ସିସୋଦିଆ ଯେଉଁ ଟ୍ବିଟ କରିଥିଲେ, ତାକୁ କୋର୍ଟ ଅପରାଧ ନୁହେଁ ବୋଲି କହିଛି । ଏହା କେବଳ ମାତ୍ର ଅଭିଯୋଗ । କୌଣସି ଏକ ଚ୍ୟାନେଲରେ ଚାଲୁଥିବା ଭିଡିଓ ଦେଖି ସେ ତାଙ୍କର ମତ ଦେଇଥିଲେ। ଏହି ଅଭିଯୋଗ ଆଣିଥିଲେ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ।

ଗତ ଫେବୃୟାରୀ 7ରେ କୋର୍ଟ ଦିଲ୍ଲୀ ପୋଲିସ ଠାରୁ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିଥିଲା । ଯାଚିକାରେ କୁହାଯାଇଥିଲା 15 ଡିସେମ୍ବର 2019ରେ ସିଏଏକୁ ବିରୋଧ କରି ଜାମିଆରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ସିସୋଦିଆ ଟ୍ବିଟ କରି କହିଥିଲେ ନିର୍ବାଚନ ହାରିବା ଭୟରେ ବିଜେପି ଦିଲ୍ଲୀରେ ଅଗ୍ନିକାଣ୍ଡ କରୁଛି । ଆମ ଆଦମୀ ପାର୍ଟି କୌଣସି ହିଂସା ବିରୋଧରେ ରହିଛି । ବିଜେପିର ରାଜନୀତି କରିବା ସହ ପୋଲିସ ସଂରକ୍ଷଣରେ ନିଆଁ ଲଗାଇ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.