ETV Bharat / bharat

କୋରୋନାକୁ ନେଇ ମୋବାଇଲ ଗେମ୍ ଆଣିଲେ ନବମ ଶ୍ରେଣୀ ଛାତ୍ର

author img

By

Published : Aug 24, 2020, 8:56 AM IST

କୋରୋନା ମହାମାରୀ କାଳରେ ମଣିପୁର ଇମ୍ଫାଲର ନବମ ଶ୍ରେଣୀ ଛାତ୍ର ବଳଦୀପ ନିଙ୍ଗଥାଉଜାମ ଏକ ମୋବାଇଲ ଗେମ୍ କୋରୋବୋଇ ବିକଶିତ କରିଛନ୍ତି ।

_mobile game
କୋରୋନାକୁ ନେଇ ମୋବାଇଲ ଗେମ୍ ବିକଶିତ କଲେ ନବମ ଶ୍ରେଣୀ ଛାତ୍ର

ଇମ୍ଫାଲ: ମୋବାଇଲ ଗେମ୍ ‘କୋରୋବୋଇ’ ବିକଶିତ କଲେ ନବମ ଶ୍ରେଣୀ ଛାତ୍ର । କୋରୋନା ମହାମାରୀ କାଳରେ ମଣିପୁର ଇମ୍ଫାଲର ନବମ ଶ୍ରେଣୀ ଛାତ୍ର ବଳଦୀପ ନିଙ୍ଗଥାଉଜାମ ଏକ ମୋବାଇଲ ଗେମ୍ କୋରୋବୋଇ ବିକଶିତ କରିଛନ୍ତି ।

କୋଭିଡ୍ ନିର୍ଦ୍ଦେଶାବଳୀ ଉପରେ ଆଧାରିତ ଏହି ଗେମ୍ ବର୍ତ୍ତମାନ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଉପଲବ୍ଧ । ଏକ ଗଣମାଧ୍ୟମ ସହ କଥା ହୋଇ ନିଙ୍ଗଥାଉଜାମ କହିଛନ୍ତି, ମୁଁ ଜଣେ ଏଥିକାଲ ହ୍ୟାକର ହେବାକୁ ଚାହୁଁଛି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ବିଷୟରେ ଅଧିକ ଜାଣିବାକୁ ଚାହୁଁଛି । ମୋ ମାମୁଁ ମୋତେ କୋରୋନା ଉପରେ ଏକ ଗେମ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ ।

ତେଣୁ ମୁଁ କୋରୋନାକୁ ନେଇ ଏକ ଗେମ ବିକଶିତ କରିବାକୁ ଆଗ୍ରହ ପ୍ରକାଶ କରିଥିଲି । ଗତ ସପ୍ତାହରେ ଗେମର ବିକାଶ ସମାପ୍ତ ହୋଇଥିଲା ଏବଂ ଏହା ଶୁକ୍ରବାର ଦିନ ଲଞ୍ଚ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.