ETV Bharat / bharat

ଡିସେମ୍ବର 31 ସୁଦ୍ଧା ପ୍ୟାନ କାର୍ଡ ସହ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ - PAN-Aadhaar

ବର୍ଷ ଶେଷ ସୁଦ୍ଧା ନିଜ ନିଜର ପ୍ୟାନ କାର୍ଡରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ଆୟକର ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Mandatory to link PAN-Aadhaar by December 31
ଡିସେମ୍ବର 31 ସୁଦ୍ଧା ପ୍ୟାନ କାର୍ଡରେ ଆଧାର ସଂଯୋଗ ବାଧ୍ୟତାମୂଳକ
author img

By

Published : Dec 16, 2019, 9:45 AM IST

ନୂଆଦିଲ୍ଲୀ: ବର୍ଷ ଶେଷ ସୁଦ୍ଧା ନିଜ ନିଜର ପ୍ୟାନ କାର୍ଡରେ ଆଧାର କାର୍ଡ ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ଆୟକର ବିଭାଗ ତରଫରୁ ସୂଚନା ଦିଆଯାଇଛି । ପୂର୍ବରୁ ଏହାର ଶେଷ ତାରିଖ ସେପ୍ଟେମ୍ବର 30 ରହିଥିଲା । ମାତ୍ର ପରେ ଏହାକୁ ବଢାଯାଇ ଚଳିତ ବର୍ଷର ଶେଷ ଦିନ କରାଯାଇଛି । ଫଳରେ ଆପଣଙ୍କୁ ବର୍ଷ ଶେଷ ସୁଦ୍ଧା ପ୍ୟାନ ସହ ଆଧାର ଲିଙ୍କ କରିବାକୁ ପଡିବ । ନଚେତ ଆପଣଙ୍କ ପ୍ୟାନକାର୍ଡଟି ଅଚଳ ହୋଇଯାଇପାରେ ।

ତେବେ ଏହା ଦ୍ବାରା ଆୟକର ସେବା କ୍ଷେତ୍ରର ସୁଫଳ ଅଧିକ ସହଜରେ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ । ଅନ୍‍ଲାଇନରେ ପ୍ୟାନ ସହିତ ଆଧାର ସଂଯୋଗ ପାଇଁ କରଦାତାମାନଙ୍କୁ ଇ-ଫାଇଲିଂ ପୋର୍ଟାଲକୁ ଲଗ୍‍ଇନ୍‍ କରିବାକୁ ପଡିବ । ଏହାଛଡା ଏହି ସଂଯୋଗୀକରଣ ପାଇଁ ଆୟକର ବିଭାଗ ଏକ ଏସଏମ୍‍ଏସ ଭିତ୍ତିକ ସୁବିଧା ଯୋଗାଇ ଦେଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.