ETV Bharat / bharat

ସୁଷମାଙ୍କ ପଥ ଆପଣେଇଲେ ନୂଆ ବୈଦେଶିକ ମନ୍ତ୍ରୀ

ସୁଷମା ସ୍ବରାଜଙ୍କ ପଥ ଅନୁସରଣ କରୁଛନ୍ତି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ।  ସୋସିଆଲ ମିଡିଆରେ ସାହାଯ୍ୟର ଗୁହାରି କରିଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତାର ହାତ ବଢାଇଛନ୍ତି ନୂତନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଡିଜାଇନ ଫଟୋ
author img

By

Published : Jun 2, 2019, 9:10 AM IST

ନୂଆଦିଲ୍ଲୀ: ପୂର୍ବ ମୋଦି ସରକାରରେ ବିଦେଶ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିଲେ । ସୋସିଆଲ ମିଡିଆରେ ଯେକୌଣସି ବ୍ୟକ୍ତି ତାଙ୍କୁ ସାହାଯ୍ୟର ଗୁହାରି ଲଗାଉଥିଲା, ସେ ତୁରନ୍ତ ସାହାଯ୍ୟର ହାତ ବଢାଉଥିଲେ । ତେବେ ତାଙ୍କର ଏହି ପଥ ଅନୁସରଣ କରୁଛନ୍ତି ଦେଶର ନୂତନ ବୈଦେଶିକ ମନ୍ତ୍ରୀ । ସେସିଆଲ ମିଡିଆରେ ସାହାଯ୍ୟର ଗୁହାରି କରିଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତାର ହାତ ବଢାଇଛନ୍ତି ନୂତନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ରିୟାଦରେ ଫସି ରହିଥିବା ମାନିକ ଚୋଟାପାଧ୍ୟାୟ ନାମକ ଜଣେ ଭାରତୀୟ ନାଗରିକ ବୈଦେଶିକ ମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଯୋଗେ ସାହାଯ୍ୟ ମାଗିଥିଲେ । ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ତାଙ୍କୁ ଭାରତ ଫେରାଇ ଆଣିବାକୁ ଗୁହାରି କରିଥିଲେ । ତେବେ ପୀଡିତଙ୍କ ନିବେଦନ ପରେ ରିୟାଦ ସ୍ଥିତ ଭାରତୀୟ ଦୂତବାସ ଅଧିକାରୀ ତାଙ୍କୁ ସାହାଯ୍ୟ କରିଥିଲେ ।

Intro:Body:

dfsdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.