ETV Bharat / bharat

ସିଏବି ଆଇନ: ମହାରାଷ୍ଟ୍ର ଜନତାଙ୍କୁ ନଡରିବାକୁ କହିଲା ଶିବସେନା

author img

By

Published : Dec 14, 2019, 12:59 AM IST

ସିଏବିକୁ ନେଇ ଶିବସେନାର ପ୍ରତିକ୍ରିୟା । ନାଗରିକତା ଆଇନ ଯୋଗୁଁ ମହାରାଷ୍ଟ୍ରର କୌଣସି ବି ସମ୍ପ୍ରଦାୟକୁ ଡରିବାର ଆବଶ୍ୟକତା ନାହିଁ ବୋଲି ଶିବସେନା କହିଛି । ଆଗକୁ ପଢନ୍ତୁ...

shiv-sena
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ଦେଶରେ ଯେଉଁଠି ନାଗରିକତା ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି, ଏହି ସ୍ଥିତିରେ ଆଇନ ଉପରେ ଶିବସେନା ପକ୍ଷରୁ ବଡ ବୟାନ ସମ୍ନାକୁ ଆସିଛି । ମହାରାଷ୍ଟ୍ରର କୌଣସି ବି ସମ୍ପ୍ରଦାୟକୁ ଡରିବାର ଆବଶ୍ୟକତା ନାହିଁ ବୋଲି ଶିବସେନା କହିଛି । ଆଇନକୁ ରାଜ୍ୟରେ ଲାଗୁ କରିବାକୁ ନେଇ ଉଦ୍ଧବ ଠାକରେ ତିନି ପାର୍ଟିର ନେତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ।

ସିଏବି ମାମଲାରେ ଶିବସେନା ଉପରେ କୌଣସି ଚାପ ନଥିବା ସିନ୍ଦେ କହିଛନ୍ତି । ଉଦ୍ଧବ ଠାକରେ ସକ୍ଷମ ଥିବା ବେଳେ ରାଜ୍ୟର ହିତରେ ସେ ନିଷ୍ପତ୍ତି ନେବେ ବୋଲି ସିନ୍ଦେ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷେ ବିଜେପି ନେତା ଆଶିଷ ସେଲାର ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ରାଜ୍ୟରେ ନାଗରିକତା ଆଇନ ଲାଗୁ କରିବାକୁ ଦାବି କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.