ETV Bharat / bharat

କଲେଜରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର - Maharashtra government make compulsory singing of national anthem

ମହାରାଷ୍ଟ୍ର ସରକାର ରାଜ୍ୟର କଲେଜରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା 19 ତାରିଖରୁ ଏହି ନିୟମ କଡାକଡି ପାଳନ କରାଯିବ । ଅଧିକ ପଢନ୍ତୁ....

Maharashtra government make compulsory singing of national anthem in colleges
କଲେଜରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର
author img

By

Published : Feb 12, 2020, 8:24 PM IST

ମୁ୍ମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟର କଲେଜରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା 19 ତାରିଖରୁ ଏହି ନିୟମ କଡାକଡି ପାଳନ କରାଯିବ । ମହାରାଷ୍ଟ୍ର ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଉଦୟ ସାମନ୍ତ ଏହି ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି, ‘ବିଭିନ୍ନ କଲେଜରେ କୌଣସି କାର୍ଯ୍ୟକ୍ରମ ବା ଦିବସ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ କରାଯିବ । ଏଥିପାଇଁ ଆସନ୍ତା 19 ତାରିଖର ଶିବ ଜୟନ୍ତୀରୁ ଏହାକୁ କଡାକଡି ପାଳନ କରାଯିବ ।’ ଏଥିପାଇଁ ସମସ୍ତ କଲେଜ ସହ ଆଲୋଚନା କରାଯାଇଛି । ସେମାନେ ଏଥିରେ ରାଜିଥିବା ମନ୍ତ୍ରୀ ସାମନ୍ତ ପ୍ରକାଶ କରିଛନ୍ତି । ରାଜ୍ୟର 15 ଲକ୍ଷ ଛାତ୍ରଛାତ୍ରୀ ଏକା ସଙ୍ଗେ ଜାତୀୟ ସଙ୍ଗୀତ ଗାନକରିବେ । ଯାହା ଦେଶର ପ୍ରଥମ ରାଜ୍ୟ ଭାବରେ ମହାରାଷ୍ଟ୍ର ଏହି ସଫଳତା ହାସଲ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.