ETV Bharat / bharat

ମହାରାଷ୍ଟ୍ରରେ 70 ହଜାର ଛୁଇଁଲା ଆକ୍ରାନ୍ତ, ମୁମ୍ବାଇରେ ଟପିଲା 40 ହଜାର

author img

By

Published : Jun 2, 2020, 1:27 AM IST

ଲଗାତାର 2 ସପ୍ତାହ ଉପରକୁ ହେବ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତ 2000 ଉପରେ ବାହାରିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ଆକ୍ରାନ୍ତ 70 ହଜାର 13 ରହିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ 70 ହଜାର ଛୁଇଁଲା ଆକ୍ରାନ୍ତ, ମୁମ୍ବାଇରେ ଟପିଲା 40 ହଜାର
ମହାରାଷ୍ଟ୍ରରେ 70 ହଜାର ଛୁଇଁଲା ଆକ୍ରାନ୍ତ, ମୁମ୍ବାଇରେ ଟପିଲା 40 ହଜାର

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ମୋଟ୍ ଆକ୍ରାନ୍ତ ସଂଖ୍ୟା 70 ହଜାର ପାର କରିଛି । ସେହିପରି ମୁମ୍ବାଇରେ ପଜିଟିଭ 40 ହଜାର ଟପିଛି ।

Maharashtra covid 19 cases crosses 70 thousands

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ସୋମବାର 2361ଟି ମାମଲା ସ୍ପଷ୍ଟ ହୋଇଛି । ସେହିପରି 76 ଜଣଙ୍କର ମୃତ୍ୟୁ ହୋଇଛି । ଲଗାତାର 2 ସପ୍ତାହ ଉପରକୁ ହେବ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତ 2000 ଉପରେ ବାହାରିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ଆକ୍ରାନ୍ତ 70 ହଜାର 13 ରହିଛି । ମୃତ୍ୟୁସଂଖ୍ୟା 2362 ଥିବା ଜଣାପଡିଛି ।

ସେହିପରି ମୁମ୍ବାଇରେ 24 ଘଣ୍ଟାରେ 1413 କୋରୋନା ମାମଲା ଚିହ୍ନଟ ହେବା ସହ 40 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ୍ ଆକ୍ରାନ୍ତ 40 ହଜାର 877 ପହଞ୍ଚିଛି । ଧରାଭୀ ବସ୍ତିରେ 34ଟି କେସ ସହ ମୋଟ୍ 1805 ଆକ୍ରାନ୍ତ ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.