ETV Bharat / bharat

ଶିବସେନାକୁ ଝଟକା, ଦଳ ଛାଡିଲେ ନେତା ଓ କର୍ମୀ

author img

By

Published : Oct 10, 2019, 10:27 AM IST

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମେଣ୍ଟକୁ ଝଟକା । ଆସନ ବୁଝାମଣାରେ ଅସହମତ ହୋଇ ଶିବସେନା ଛାଡିଲେ ନେତା ଓ କର୍ମୀ । 26 ଶିବସେନା କର୍ପୋରେଟର ସହ 300 କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମେଣ୍ଟକୁ ଝଟକା । ଆସନ ବୁଝାମଣାରେ ଅସହମତ ହୋଇ ଶିବସେନା ଛାଡିଲେ ନେତା ଓ କର୍ମୀ । ଆସନ ଭାଗବଣ୍ଟାରେ ଖୁସି ନଥିବା 26 ଶିବସେନା କର୍ପୋରେଟର ଦଳ ଛାଡିଛନ୍ତି । ସେମାନଙ୍କ ସହ 300 କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ସେମାନେ ସେମାନଙ୍କ ଇସ୍ତଫା ପତ୍ର ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଦେଇଥିବା ଜଣାପଡିଛି । ଆସନ ବୁଝାମଣାରେ ଅସନ୍ତୋଷ ବ୍ୟକ୍ତ କରି ସେମାନେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ସୂଚନା ଥାଉକି, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟରେ ବିଜେପି 150ଟି ଆସନରେ ଲଢିବାକୁ ଥିବାବେଳେ ଶିବସେନା 124ଟି ଆସନରେ ଲଢିବ ।

Intro:Body:

dsfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.