ETV Bharat / bharat

ଉନ୍ନତ ମୂଳକ ପ୍ରକଳ୍ପର ଉଦଘାଟନ କଲେ ମଧ୍ୟପ୍ରଦେଶ ସରକାର

କୋଭିଡ ସମୟରେ ମଧ୍ୟ ଉନ୍ନତମୂଳକ କାର୍ଯ୍ୟକୁ ଜାରି ରଖିଛନ୍ତି ମଧ୍ୟପ୍ରଦେଶ ସରକାର । ମେହଗାଓଁରେ ବିଭିନ୍ନ ଉନ୍ନତ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମଧ୍ୟପ୍ରଦେଶ ସରକାର । ଅଧିକ ପଢନ୍ତୁ..

ଉନ୍ନତ ମୂଳକ ପ୍ରକଳ୍ପର ଉଦଘାଟନ କଲେ ମଧ୍ୟପ୍ରଦେଶ ସରକାର
ଉନ୍ନତ ମୂଳକ ପ୍ରକଳ୍ପର ଉଦଘାଟନ କଲେ ମଧ୍ୟପ୍ରଦେଶ ସରକାର
author img

By

Published : Sep 10, 2020, 10:19 PM IST

ଭୋପାଳ: କୋଭିଡ ସମୟରେ ମଧ୍ୟ ଉନ୍ନତମୂଳକ କାର୍ଯ୍ୟକୁ ଜାରି ରଖିଛନ୍ତି ମଧ୍ୟପ୍ରଦେଶ ସରକାର । ମେହଗାଓଁରେ ବିଭିନ୍ନ ଉନ୍ନତ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଉଦଘାଟନ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ରହିଥିଲେ ।

ସେହିପରି ରାଜ୍ୟର ଅନେକ ପ୍ରସ୍ଥାବିତ ପ୍ରକଳ୍ପର ଭୂମି ପୂଜନ ମଧ୍ୟ କରିଛନ୍ତି ଉପସ୍ଥିତ ଅତିଥି । ଆଗାମୀ ଦିନରେ ଏହି ସବୁ ପ୍ରକଳ୍ପ କିପରି ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା ସହ ରାଜ୍ୟର ହିତରେ ଉପଯୋଗ ହେବ, ସେ ନେଇ ମଧ୍ୟ ମଧ୍ୟ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.