ETV Bharat / bharat

ଇନ୍ଦୋରରେ ଖୋଲିଲା ପ୍ରଥମ ସଞ୍ଜିବନୀ କ୍ଲିନିକ - ପ୍ରଥମ ସଂଞ୍ଜୀବନି କ୍ଲିନିକ ଭାବେ ମୁଖ୍ୟମନ୍ତ୍ରୀଙ୍କକ ଉଦଘାଟନା

ଦେଶର ରାଜଧାନୀ ଦିଲ୍ଲୀରେ ଖୋଲିଥିବା ମୋହଲ୍ଲା କ୍ଲିନିକକୁ ଦୃଷ୍ଟିରେ ରଖି ସଞ୍ଜିବନୀ କ୍ଲିନିକ ଖୋଲିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।

first sanjeevani clinic in indore
ଇନ୍ଦୋରରେ ଖୋଲିଲା ପ୍ରଥମ ସଂଞ୍ଜୀବନି କ୍ଲିନିକ
author img

By

Published : Dec 8, 2019, 6:25 AM IST

ଇନ୍ଦୋର: ମଧ୍ୟପ୍ରଦେଶରେ ଖୋଲିଲା ପ୍ରଥମ ସଞ୍ଜିବନୀ କ୍ଲିନିକ । ଦେଶର ରାଜଧାନୀ ଦିଲ୍ଲୀରେ ଖୋଲିଥିବା ମୋହଲ୍ଲା କ୍ଲିନିକକୁ ଦୃଷ୍ଟିରେ ରଖି ସଞ୍ଜିବନୀ କ୍ଲିନିକ ଖୋଲିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।

ଯାହାକୁ ରାଜ୍ୟର ପ୍ରଥମ ସଞ୍ଜିବନୀ କ୍ଲିନିକ ଭାବେ ମୁଖ୍ୟମନ୍ତ୍ରୀ କମଲନାଥ ଶନିବାର ଇନ୍ଦୋରର ନିପାନିୟା କ୍ଷେତ୍ରରେ ଉଦଘାଟନ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସଞ୍ଜିବନୀ ହସ୍ପିଟାଲ ଇନ୍ଦୋରରେ ଖୋଲିଥିବାବେଳେ ଆଗକୁ ଏହାକୁ ସହରି ଏବଂ ବସ୍ତୀ ମାନଙ୍କରେ ଖୋଲାଯିବାକୁ ଯୋଜନା କରାଯାଉଛି ।

ଏହି ଅବସରରେ କମଲନାଥ କହିଛନ୍ତି ଯେ, ସ୍ବାସ୍ଥ୍ୟ ଗୋଟେ ଏପରି ବିଷୟ ଯେ, ସମାଜର ସବୁ ବର୍ଗର ଲୋକଙ୍କୁ ଦରକାର । ତେବେ ମିଳିଥିବା ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ବସ୍ତି ଓ ସହରରେ ମୋଟ 208 ସ୍ଥାନରେ ସଞ୍ଜିବନୀ କ୍ଲିନିକ୍‌ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଥିରୁ 88ଟି କ୍ଲିନିକ୍‌ ଆସନ୍ତାବର୍ଷ ମାର୍ଚ୍ଚ 2020 ସୁଦ୍ଧା କାମ ଆରମ୍ଭ ହୋଇଯିବ ବୋଲି ଜଣାପଡିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କ୍ଲିନିକ ସବୁବର୍ଗଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ।

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.