ETV Bharat / bharat

ନିର୍ବାଚନ ବେଳେ ଲକ୍ଷ୍ମୌରୁ ଜବତ ହେଲା ବିପୁଳ ବନ୍ଧୁକ - Lucknow

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏସଟିଏଫକୁ ମିଳିଛି ବଡ ସଫଳତା । ବିପୁଳ ପରିମାଣରେ ବେଆଇନ ବନ୍ଧୁକ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ANI
author img

By

Published : Apr 17, 2019, 5:26 PM IST

ଲକ୍ଷ୍ନୌ: ଆଉ କିଛି ଘଣ୍ଟା ପରେ ହେବ ଲୋକସଭା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ତେବେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରୁଛନ୍ତି ସମସ୍ତ ଜିଲ୍ଲା ପ୍ରଶାସନ । ରାଜରାସ୍ତାରୁ ଆରମ୍ଭ କରି ଗାଁ ଗାଁ ରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଇତିମଧ୍ୟରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏସଟିଏଫକୁ ମିଳିଛି ବଡ ସଫଳତା । ବିପୁଳ ପରିମାଣରେ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

  • Lucknow team of UP STF has arrested two people and seized illegal weapons, cash and SIM cards from them. The two have confessed that they are members of a gang which supplies arms. pic.twitter.com/TVgiErkdfy

    — ANI UP (@ANINewsUP) April 17, 2019 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ଲକ୍ଷ୍ନୌରେ 2ଜଣଙ୍କ ଠାରୁ ୟୁପି ଏସଟିଏଫ୍ ବିପୁଳ ପରିମାଣରେ ବନ୍ଧୁକ, ମୋବାଇଲ ସିମ ଏବଂ ନଗଦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ କହିବା କଥା ହେଲା ସେମାନେ ଏକ ଗ୍ୟାଙ୍ଗର ସଦସ୍ୟ ଏବଂ ଉକ୍ତ ବନ୍ଧୁକକୁ ତାଙ୍କ ସାଥିଙ୍କୁ ବାଣ୍ଟିବାକୁ ଯାଉଥିଲେ । ପୋଲିସ ସେମାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

ସ୍ଲାଗ-ନିର୍ବାଚନ ଡିଉଟି ରେ ଲାଗିଥିବା ଗାଡି ଭିତରେ ମିଳିଲା ଗୋଟିଏ ଦେଶୀ ପାଉଚ ମଦ ଓ ଡାଇଭର ମଦ ପିଇଥିବା ଅଭିଯୋଗରେ ଅଟକ ।
ଫର୍ମାଟ-AVo
ତାରିଖ-୧୫/୪/୧୯
ସ୍ଥାନ-ସମ୍ବଲପୁର
ରିପୋର୍ଟର-Badsah Jusman Rana.

ଏଙ୍କର-ସମ୍ବଲପୁର ସହରର କୁଁଜେଲ ପଡା ଛକ ନିକଟରୁ ନିର୍ବାଚନ କାର୍ଯ୍ୟରେ ଲାଗିଥିବା ଏକ ଗାଡି ଭିତରୁ ଗୋଟିଏ ଦେଶୀ ମଦ ପାଉଚ ଜବତ କରିଛି ପୋଲିସ ।ଏହା ସହ ଗାଡିର ଡ୍ରାଇଭର ମଦ ପିଇଥିବା ଅଭିଯୋଗ ରେ ପୋଲିସ ଡ୍ରାଇଭରକୁ ମଧ୍ୟ ଅଟକ ରଖିଛି। ଏ ନେଇ ଡ୍ରାଇଭର ଡାକ୍ତରୀ ମାଇନା କରାଯିବ ବୋଲି  ପୋଲିସ ପକ୍ଷରୁ କୁହାଯାଇଛି। ଆଜି ରାତ୍ରି ପ୍ରାୟ 7 ଟା 45 ସମୟରେ ଏହି ଗାଡିଟି କୁଂଜେଲ ପଡା ଛକ ନିକଟର ଗହଳିପୂର୍ଣ ଅଞ୍ଚଳରେ ଆସୁଥିବା ଅବସ୍ଥାରେ ନିୟନ୍ତ୍ରଣ ହରାଉଥିବା ଅବସ୍ଥାରେ ଦେଖି ପୋଲିସ ଗାଡି ଉପରେ ସନ୍ଦେହ କରି ଅଟକାଇ ଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.