ETV Bharat / bharat

ଭଗବାନ ରାମଚନ୍ଦ୍ର ହିନ୍ଦୁ-ମୁସଲମାନ ଉଭୟଙ୍କ ପୂର୍ବଜ : ବାବା ରାମଦେବ - ramdev

ରାମମନ୍ଦିର ଖୁବଶ୍ରୀଘ୍ର ନିର୍ମାଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ରାମ ମନ୍ଦିର ନିର୍ମାଣ ହେବ କହିଛନ୍ତି ଯୋଗ ଗୁରୁ ବାବା ରାମଦେବ । ଏହାସହ ବବା କହିଛନ୍ତି ଯେ ହିନ୍ଦୁ ଓ ମୁସଲମାନଙ୍କ ଡିଏନଏ ଏକ। ମୁସଲମାନ ଆମର ଭାଇ ଅଟନ୍ତି ଓ ଆମର ପୂର୍ବଜ ଭଗବାନ ରାମ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର@yogrishiramdev
author img

By

Published : Jun 21, 2019, 2:10 PM IST

ନାନ୍ଦେଡ଼: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗଗୁରୁ ବାବା ରାମଦେବଙ୍କ ରାମମନ୍ଦିର ପ୍ରସଙ୍ଗରେ ବୟାନ ଦେଇଛନ୍ତି । ବାବା ରାମଦେବ କହିଛନ୍ତି ଭଗବାନ ରାମ ରାଷ୍ଟ୍ରର ପୂର୍ବଜ ଅଟନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ରାମଙ୍କ ପରି ଚରିତ୍ର ମଧ୍ୟ ତିଆରି ହେବ ବୋଲି ବାବା କହିଛନ୍ତି । ବାବା ଆହୁରି କହିଛନ୍ତି ଯେ ସୁପ୍ରିମକୋର୍ଟରେ ରାମ ମନ୍ଦିର ବିବାଦର ସମାଧାନ ହେବା ସହ ଫଳାଫଳ ଖୁବଶୀଘ୍ର ଆସିବ।

ନାନ୍ଦେଡ଼ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାମଦେବ କହିଛନ୍ତି ଯେ, ଦୁନିଆରେ ଆସ୍ଥା ସବୁଠୁ ବଡ଼ ଜିନିଷ ଏବଂ ଏହା ଉପରେ କୁଠାରଘାତ କରିବା ନିନ୍ଦନୀୟ କର୍ମ । ରାମମନ୍ଦିର ଖୁବଶ୍ରୀଘ୍ର ନିର୍ମାଣ ହେବ । ଏହାସହ ବାବା ଆହୁରି କହିଛନ୍ତି ଯେ ହିନ୍ଦୁ ଓ ମୁସଲମାନଙ୍କ ଡିଏନଏ ଏକ । ମୁସଲମାନ ଆମର ଭାଇ ଅଟନ୍ତି ଓ ଆମର ପୂର୍ବଜ ଏକ କଥା ସେ କହିଛନ୍ତି । ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି ସେ ମୁସଲମାନଙ୍କର ବି ପୂର୍ବଜ ବୋଲି ସେ କହିଛନ୍ତି । ସମସ୍ତଙ୍କୁ ନିଜର ବଂଶଜଙ୍କ ଆଦର କରିବା ଆବଶ୍ୟକ ଅଟେ। ଏହାସହ ହିନ୍ଦୁ ଓ ମୁସଲମାନ ନିଜ ନିଜ ବଂଶଜଙ୍କ ଗାରିମା ବୃଦ୍ଧି କରିବା ଉଚିତ।

Intro:Body:

blank 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.