ETV Bharat / bharat

ଲକଡାଉନ ପ୍ରଭାବ: କାଠ ସାହାର୍ଯ୍ୟରେ ବରକୁ ଫୁଲ ମାଳ ପିନ୍ଧାଇଲା କନ୍ୟା - mp marriage

ଲକଡାଉନ ସମୟରେ ମଧ୍ୟପ୍ରଦେଶର ଧର ଠାରେ ଅନୁଷ୍ଠିତ ବିବାହର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଏକ କାଠ ସାହାର୍ଯ୍ୟରେ ବରକୁ ଫୁଲ ମାଳ ପିନ୍ଧାଇଲା କନ୍ୟା

author img

By

Published : May 3, 2020, 1:52 PM IST

ଭୋପାଳ: ଲକଡାଉନ ହେତୁ ଧୁମଧାମରେ ହେଉଥିବା ବାହାଘର ଏବେ କେବଳ ସୀମିତ ସଂଖ୍ୟକ ଲୋକଙ୍କ ମଧ୍ୟରେ କରାଯାଉଛି । ଯେଉଁଥିରେ ସାମାଜିକ ଦୂରତା ମଧ୍ୟ ସଂପୂର୍ଣ୍ଣ ଭାବେ ପାଳନ କରାଯାଉଛି । ଏହି ସମୟରେ ମଧ୍ୟପ୍ରଦେଶର ଧର ଠାରେ ଅନୁଷ୍ଠିତ ବିବାହର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏକ କାଠ ସାହାର୍ଯ୍ୟରେ ବରକୁ ଫୁଲ ମାଳ ପିନ୍ଧାଇଲା କନ୍ୟା
ଏକ କାଠ ସାହାର୍ଯ୍ୟରେ ବରକୁ ଫୁଲ ମାଳ ପିନ୍ଧାଇଲା କନ୍ୟା

ଧର ଜିଲ୍ଲାର କୁକ୍ଷି ବିଧାନସଭାର ଗ୍ରାମ ଟେକିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଭାରତୀ ମଣ୍ଡଲୋଇ ପ୍ରାଣୀ ଚିକିତ୍ସକ ରାଜେଶ ନିଗମଙ୍କୁ ବିବାହ କରିଛନ୍ତି । ଲକଡାଉନ ପାଳନ କରି ସାମାଜିକ ଦୂରତାକୁ ଅନୁସରଣ କରିଥିବା ଦେଖିବାକୁ ମିଳିଛି । ଏହି ବିବାହରେ ସାମାଜିକ ଦୂରତା ଏପରି ଭାବରେ ଅନୁସରଣ କରାଯାଇଥିଲା ଯେ ବର ଏବଂ ବର ପରସ୍ପରକୁ କାଠ ସାହାଯ୍ୟରେ ମାଳ ପିନ୍ଧେଇଥିଲେ ।

ତେବେ ବର ଏବଂ କନ୍ୟାର ଏହି ପଦକ୍ଷେପକୁ ବହୁ ପ୍ରଶଂସା କରାଯାଉଛି । ବର ଭାରତୀ ମଣ୍ଡାଲୋଇଙ୍କ ପିତା ଜଗଦୀଶ ମାଣ୍ଡଲୋଇ କହିଛନ୍ତି ଯେ, ବିବାହ ପୂର୍ବରୁ ଆମେ ମନ୍ଦିରକୁ ସମ୍ପୂର୍ଣ୍ଣ ପରିଷ୍କାର କରିଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.