ETV Bharat / bharat

ଲକଡାଉନ: ରାମନବମୀରେ ସମସ୍ତ ବିର୍ଲା ମନ୍ଦିର ବନ୍ଦ - deelhi luckdown news

ତେବେ ଦେଶରେ କୋରୋନା କାରଣରୁ ଲକଡାଉନ ଥିବାରୁ ଦିଲ୍ଲାର ଥିବା ବିର୍ଲା ମନ୍ଦିର ବନ୍ଦ ରହିଛି । ତେଣୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଗେଟ୍ ସମ୍ମୁଖରେ ବ୍ୟାରିକେଟ୍ ରଖାଯାଇଛି ।

birla temple close
ରାମନବମୀରେ ବିର୍ଲା ମନ୍ଦିର ବନ୍ଦ
author img

By

Published : Apr 2, 2020, 11:40 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ରାମ ନବମୀ । ତେବେ ଦେଶରେ କୋରୋନା କାରଣରୁ ଲକଡାଉନ ଥିବାରୁ ଦିଲ୍ଲାର ଥିବା ବିର୍ଲା ମନ୍ଦିର ବନ୍ଦ ରହିଛି । ତେଣୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଗେଟ୍ ସମ୍ମୁଖରେ ବ୍ୟାରିକେଡ ରଖାଯାଇଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 1834 ଜଣ କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 41 ଜଣ ପ୍ରାଣ ହରାଇ ସାରିଲେଣି ।ଏହାଛଡା 1649 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 143 ଜଣ ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.