ETV Bharat / bharat

CAA ପ୍ରଦର୍ଶନର ଦୁଇ ଚେହେରା: କେଉଁଠି ପଥର, କେଉଁଠି ଗୋଲାପ - ପୋଲିସଙ୍କୁ ଗୋଲାପ ସମର୍ଥନ

ସିଏଏ ବିରୋଧ ପ୍ରଦର୍ଶନ ବେଳେ ପୋଲିସ କର୍ମଚାରୀଙ୍କୁ ଜନତାଙ୍କ ସମର୍ଥନ । ଶୀତୁଆ ସନ୍ଧ୍ୟାରେ ଚା' ଦେବା ସହ ଗୋଲାପ ମାଧ୍ୟମରେ ଜଣାଇଲେ ଧନ୍ୟବାଦ । ଅନ୍ୟସ୍ଥାନରେ ହିଂସାତ୍ମକ ଆନ୍ଦୋଳନରେ ଢେଲା ପଥର ମାଡ ହୋଇଛି ପୋଲିସ ଉପରକୁ ।

CitizenshipAmendmentAct
ସିଏଏ ପ୍ରଦର୍ଶନର ଦୁଇଟି ଚେହେରା, କେଉଁଠି ପଥର, କେଉଁଠି ଗୋଲାପ
author img

By

Published : Dec 20, 2019, 9:33 PM IST

ନୂଆଦିଲ୍ଲୀ: ସିଏଏ ବିରୋଧୀ ପ୍ରଦର୍ଶନର 2ଟି ଦୃଶ୍ୟ । ଗୋଟିଏ ସ୍ଥାନରେ ବିକ୍ଷୋଭର ନିଆଁ । ଅନ୍ୟପଟେ ଶାନ୍ତି ଓ ପ୍ରେମର ବାର୍ତ୍ତାର ଅନନ୍ୟ ଦୃଶ୍ୟ । ପ୍ରତିବାଦ ରୋକିବାକୁ ସୁରକ୍ଷାବଳଙ୍କ ସମର୍ଥନରେ ଛିଡା ହୋଇଛନ୍ତି ସାଧାରଣ ଲୋକେ । ଆଇନକୁ ସମ୍ମାନ ଜଣାଇବା ସହ ପୋଲିସ ପ୍ରତି ଦେଖାଇଛନ୍ତି ସହାନୁଭୂତି । ଏପରି କିଛି ଦେଖିବାକୁ ମିଳିଛି ଦିଲ୍ଲାର ଜାଫ୍ରବାଦ ଅଞ୍ଚଳରେ ।

ସିଏଏ ପ୍ରଦର୍ଶନର ଦୁଇଟି ଚେହେରା, କେଉଁଠି ପଥର, କେଉଁଠି ଗୋଲାପ
CitizenshipAmendmentAct
ସିଏଏ ପ୍ରଦର୍ଶନର ଦୁଇଟି ଚେହେରା, କେଉଁଠି ପଥର, କେଉଁଠି ଗୋଲାପ

ରାଜଧାନୀରେ ଏହି ଆଇନ ବିରୋଧରେ ସୃଷ୍ଟି ହୋଇଛି ଲଙ୍କାକାଣ୍ଡ । ସିଏଏକୁ ନେଇ ସବୁଠି ତ୍ରୀବ ପ୍ରତିବାଦ କରାଯାଉଛି । ଆଉ ଏହାକୁ ରୋକିବାକୁ ଅହରହ ପ୍ରୟାସ ଜାରି ରଖିଛନ୍ତି ପୋଲିସ କର୍ମଚାରୀ । ଅସମ୍ଭାଳ ଶୀତରେ ଦିଲ୍ଲୀ ଥରୁଥିବାବେଳେ ବିକ୍ଷୋଭର ସ୍ବର ଉଠୁଛି ପଛେ କମୁନି । ଏପରି ସ୍ଥିତିରେ କେତେକ ସାଧାରଣ ଲୋକେ ପୋଲିସ ହାତରେ ଚା' କପ ଧରାଉଥିବା ଦେଖିବାକୁ ମିଳିଛି । ଏପରିକି ତାଙ୍କ ପ୍ରୟାସକୁ ସମ୍ମାନ ଜଣାଇ ଗୋପାଲ ଫୁଲ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।

ନାଗରିକତା ସଂଶୋଧନ ଆଇନ ବିରୋଧରେ ଜାରି ରହିଛି ହିଂସାତ୍ମକ ଆନ୍ଦୋଳନ । ଦେଶର ଅଧା ରାଜ୍ୟରେ ଦେଖିବାକୁ ମିଳୁଛି ଏହାର ପ୍ରତିବାଦ । କେବଳ ପ୍ରତିବାଦ ନୁହେଁ ଭଙ୍ଗା ରୁଜା ସହ କରାଯାଉଛି ଜଳାପୋଡା । ଏପରିକି ସିଏଏ ନିଆଁ ଦେଶର ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଡେଉଁଛି । ଯାହାକୁ ରୋକିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ସୁରକ୍ଷାବଳ । ଢେଲା ପଥରକୁ ସାମ୍ନା କରି ଶାନ୍ତି ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.