ETV Bharat / bharat

ଗଣଦୁଷ୍କର୍ମର ଶିକାର ହୋଇଥିବା ଲ' ଛାତ୍ରୀଙ୍କ ଆତ୍ମହତ୍ୟା - ଗଣଦୁଷ୍କର୍ମର ଶିକାର ହୋଇଥିବା ଲ' ଛାତ୍ରୀ

ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଏଲଏଲବି ଛାତ୍ରୀଙ୍କ ଆତ୍ମହତ୍ୟା । ଦୁଷ୍କର୍ମ କରିଥିବା ଆରୋପୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡିତା ଆତ୍ମହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଅଧିକ ପଢନ୍ତୁ...

LLB student commits suicide
ଲ' ଛାତ୍ରୀଙ୍କ ଆତ୍ମହତ୍ୟା
author img

By

Published : Jan 8, 2020, 12:48 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଏଲଏଲବି ଛାତ୍ରୀଙ୍କ ଆତ୍ମହତ୍ୟା। ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡିତା ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

ଏ ଘଟଣାରେ ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲା ଏସପି, ମାମଲାର ଯାଞ୍ଚ ପାଇଁ ଏଏସପି ନର୍ଥ ଆରଏସ ଗୌତମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 22 ବର୍ଷୀୟ ପୀଡିତା ନିଜ ମାଉସୀ ଘରେ ରହି ଲ' ପଢୁଥିଲେ। ମଙ୍ଗଳବାର ସକାଳେ ସେ କବାଟ ନଖୋଲିବାରୁ ଘର ଲୋକ ସନ୍ଦେହ କରିଥିଲେ। ପରେ କବାଟ ଭାଙ୍ଗି ଘରେ ପଶିବା ପରେ ପୀଡିତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ।

ଗତ ଡିସେମ୍ବର 2 ତାରିଖରେ ପୀଡିତାଙ୍କ ମା’ ଶିବ୍ ପଲଟନ୍ ଓ ଲେଖପାଲ ଶିବକୁମାରଙ୍କ ନାମକ ଦୁଇ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କଲେଜରୁ ଫେରିବା ସମୟରେ ଦୁଇ ଜଣ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.