ETV Bharat / bharat

ଏଲଜେପି ସାଂସଦ ରାମଚନ୍ଦ୍ର ପାସଓ୍ବାନଙ୍କ ପରଲୋକ - ଏଲଜେପି ସାଂସଦ ରାମଚନ୍ଦ୍ର ପାସଓ୍ବାନ

ଏଲଜେପିର ସମସ୍ତିପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସଓ୍ବାନଙ୍କ ଭାଇ ରାମଚନ୍ଦ୍ର ପାସଓ୍ବାନଙ୍କ ହୃଦଘାତରେ ପରଲୋକ । ରାମଚନ୍ଦ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସମେତ ଅନେକ ରାଜନେତାଙ୍କ ଶୋକ ।

ଫାଇଲ ଫଟୋ
author img

By

Published : Jul 21, 2019, 8:22 PM IST

ପାଟନା: ଲୋକ ଜନଶକ୍ତି ପାର୍ଟିର ନେତା ତଥା ସମସ୍ତିପୁର ସାଂସଦ ରାମଚନ୍ଦ୍ର ପାସଓ୍ବାନଙ୍କ ପରଲୋକ । ରାମଚନ୍ଦ୍ର ପାସଓ୍ବାନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସଓ୍ବାନଙ୍କ ଭାଇ । ହୃଦଘାତରେ ରାମଚନ୍ଦ୍ରଙ୍କର ଦେହାନ୍ତ । ରାମ ମନୋହର ଲୋହିୟା ହସ୍ପିଟାଲରେ ରାମଚନ୍ଦ୍ର ଶେଷ ନିଶ୍ବାସ ତ୍ୟାଗ କରିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ 57 ବର୍ଷ ହୋଇଥିଲା ।

ରାମଚନ୍ଦ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିବା ସହିତ ସେ ନଥକି ସବୁବେଳେ ଗରିବଙ୍କ ପାଇଁ କାର୍ଯ୍ୟ କରିଥିବା ଟ୍ବିଟ କରି କହିଛନ୍ତି । ପ୍ରତିଟି ମଞ୍ଚରେ ରାମଚନ୍ଦ୍ର ଯୁବକ ଓ ଚାଷୀଙ୍କ ଅଧିକାର ନେଇ ସ୍ବର ଉଠାଇ ଥିବା ମୋଦି ଲେଖିଛନ୍ତି ।

ଏଥିସହ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ରାମଚନ୍ଦ୍ରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ରାମଚନ୍ଦ୍ରଙ୍କ ବିୟୋଗ ଉଭୟ ସମାଜ ଓ ରାଜନିତୀ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁମାର କହିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.