ETV Bharat / bharat

ଲିବିୟା ସଙ୍କଟ: ୨୦୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

author img

By

Published : Apr 20, 2019, 7:48 PM IST

ଏହି ରିପୋର୍ଟ ଅନୁସାରେ ତ୍ରିପୋଲିରେ ବିଗତ ଦିନରେ ହୋଇଥିବା ସଂଘର୍ଷରେ ୧୮ ଜଣ ସାଧାରଣ ନାଗରିକ ସହ ବର୍ତ୍ତମାନ ଯାଏଁ ୨୦୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହାସହ ୯୧୩ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।

ଫଟୋ ସୈଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଲିବିୟାରେ ପୁଣିଥରେ ଦେଖା ଦେଇଛି ସଙ୍କଟ । ରାଜଧାନୀ ତ୍ରିପୋଲିକୁ ନିଜ ଦଖଲରେ ନେବା ପାଇଁ ଖଲିଫା ହଫ୍ତାର ଦ୍ବାରା ଆରମ୍ଭ କରାଯାଇଥିବା ରକ୍ତାକ୍ତ ସଂଘର୍ଷରେ ଦିନକୁ ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଗୁରୁବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତ୍ରିପୋଲି ଲଢେଇ ଉପରେ ନିଜ ରିପୋର୍ଟ ଉପସ୍ଥାପନ କରିଛି ।

ଏହି ରିପୋର୍ଟ ଅନୁସାରେ ତ୍ରିପୋଲିରେ ବିଗତ ଦିନରେ ହୋଇଥିବା ସଂଘର୍ଷରେ ୧୮ ଜଣ ସାଧାରଣ ନାଗରିକ ସହ ବର୍ତ୍ତମାନ ଯାଏଁ ୨୦୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହାସହ ୯୧୩ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଘଟଣା ଉପରେ ନଜର ରଖୁଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ ସେମାନେ ଆହତଙ୍କ ଚିକିତ୍ସା ପାଇଁ ମେଡିକାଲ ବିଶେଷଜ୍ଞଙ୍କୁ ପଠାଇଛି ।

ମଙ୍ଗଳବାର ମଧ୍ୟରାତିରେ ତ୍ରିପୋଲିର ଘନ ଜନବସତି ସ୍ଥାନରେ ବୋମାବର୍ଷଣ କରାଯାଇଥିଲା । ଯେଉଁଥି ପାଇଁ ମୃତକ ସଂଖ୍ୟାରେ ଭାରି ବୃଦ୍ଧି ଘଟିଛି । ଏହି ଲଢେଇ ଏପ୍ରିଲ ୪ରୁ ଆରମ୍ଭ ହୋଇଥିଲା । ଲିବିୟା ଶାସକ ମୁଅମ୍ମର ଗଦ୍ଧାଫିଙ୍କ ମୃତ୍ୟୁ ପରେ ଦେଶରେ କ୍ରମାଗତ ଯୁଦ୍ଧ ପରିସ୍ଥିତି ଲାଗି ରହିଛି ।

Intro:Body:

chjujkiuklioloiu

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.