ETV Bharat / bharat

ତାମିଲନାଡୁରେ ହାଇଆଲର୍ଟ, ପସିଛନ୍ତି 6 ଏଲଇଟି ଆତଙ୍କବାଦୀ

ହାଇଆଲର୍ଟରେ ତାମିଲନାଡୁର କୋଏମ୍ବଟୁର । ରାଜ୍ୟରେ 6 ଲସ୍କର ଏ ତୋଇବା (ଏଲଇଟି) ଆତଙ୍କୀ ଅନୁପ୍ରବେଶ କରିଥିବା ନେଇ ଜଣାପଡିବା ପରେ ଆଲର୍ଟ ଜାରି ହୋଇଛି ।

ଫାଇଲ ଫଟୋ
author img

By

Published : Aug 23, 2019, 3:45 PM IST

ଚେନ୍ନାଇ: ତାମିଲନାଡୁରେ ହାଇଆଲର୍ଟ । ଶ୍ରୀଲଙ୍କା ଦେଇ ତାମିଲନାଡୁରେ 6 ଲସ୍କର ଏ ତୋଇବା (ଏଲଇଟି) ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଜଣାପଡିଛି । ଗୁଇନ୍ଦା ବିଭାଗରୁ ଏହି ସୂଚନା ମିଳିବା ପରେ ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଅନୁପ୍ରବେଶ କରିଥିବା 2ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି କୋଏମ୍ବଟୁର ପୋଲିସ । ଏହା ପରେ ରାଜ୍ୟରେ ପାଟ୍ରୋଲିଂ କଡାକଡି କରାଯାଇଥିବା କୋଏମ୍ବଟୁର କମିଶନର କହିଛନ୍ତି ।

କାଶ୍ମୀରରୁ ଧାରା 370 ହଟିବା ପରେ ପିଓକେରେ ଆତଙ୍କୀ ଲଞ୍ଚପ୍ୟାଡ ମାଧ୍ୟମରେ କାଶ୍ମୀରରେ ଅନୁପ୍ରବେଶ କରିବା ନେଇ ଗୁଇନ୍ଦା ବିଭାଗ ସ୍ପଷ୍ଟ କରିଥିଲା ।

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.