କୋଲକାତା: ନାଗରିକତା ସଂଶୋଧନ ଆଇନ ସପକ୍ଷ ଓ ବିପକ୍ଷରେ ନିରପେକ୍ଷ ସଂସ୍ଥା ଦ୍ବାରା ମତ ଲୋଡିବାକୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ସେ ଏଥିପାଇଁ ମାନବ ଅଧିକାର କମିଶନ ଓ ଜାତିସଂଘ ଦ୍ବାରା ମତ ସଂଗ୍ରହ କରିବାକୁ କହିଛନ୍ତି । ଏଥିପାଇଁ ସେ ଏକ କମିଟି ଗଠନ କରାଯିବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି ।
ନାଗରିକତା ସଂଶୋଧନ ଆଇନ: ସପକ୍ଷ ଓ ବିପକ୍ଷରେ ମତ ଲୋଡିବାକୁ ମମତାଙ୍କ ଦାବି - ସପକ୍ଷ ଓ ବିପକ୍ଷରେ ମତ ଲୋଡିବାକୁ ମମତାଙ୍କ ଦାବି
ନାଗରିକତା ସଂଶୋଧନ ଆଇନ ସପକ୍ଷ ଓ ବିପକ୍ଷରେ ନିରପେକ୍ଷ ସଂସ୍ଥା ଦ୍ବାରା ମତ ଲୋଡିବାକୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ଫାଇଲ ଫଟୋ
କୋଲକାତା: ନାଗରିକତା ସଂଶୋଧନ ଆଇନ ସପକ୍ଷ ଓ ବିପକ୍ଷରେ ନିରପେକ୍ଷ ସଂସ୍ଥା ଦ୍ବାରା ମତ ଲୋଡିବାକୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ସେ ଏଥିପାଇଁ ମାନବ ଅଧିକାର କମିଶନ ଓ ଜାତିସଂଘ ଦ୍ବାରା ମତ ସଂଗ୍ରହ କରିବାକୁ କହିଛନ୍ତି । ଏଥିପାଇଁ ସେ ଏକ କମିଟି ଗଠନ କରାଯିବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି ।
Intro:Body:
Conclusion:
fdbb
Conclusion:
TAGGED:
ନାଗରିକତା ସଂଶୋଧନ ଆଇନ