କାଠମାଣ୍ଡୁ: ଆତଙ୍କ ସାଜିଛି ବନ୍ୟା ଓ ଭୂସ୍ଖଳନ । ଦେଶର ବିଭୀଷିକା ରଚାଇଛି ଦୁର୍ବିପାକ ଜନିତ ମୃତ୍ୟୁସଂଖ୍ୟା ।
ନେପାଳ ପୋଲିସର ସୂଚନା ମୂତାବକ ମଙ୍ଗଳବାର ଭୂସ୍ଖଳନ ଯୋଗୁଁ ପଶ୍ଚିମାଞ୍ଚଳ ଜିଲ୍ଲା ଗୁଲ୍ମୀରେ 11 ଜଣ ଲୋକଙ୍କ ମୃ୍ତ୍ୟୁ ଘଟିଛି । ମାଟି ଧସିବା ପରେ ଏବେ ମଧ୍ୟ ଦୁଇ ଜଣ ଲୋକଙ୍କ ପତ୍ତା ମିଳିପାରି ନାହିଁ ।