ETV Bharat / bharat

ବିଗୁଡୁଛି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତର

author img

By

Published : Jan 23, 2021, 3:39 PM IST

ବିଗିଡିବାରେ ଲାଗିଛି ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା । ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯିବାକୁ ଚାଲିଛି ପ୍ରସ୍ତୁତି । ଅଧିକ ପଢନ୍ତୁ...

ବିଗୁଡୁଛି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତର
ବିଗୁଡୁଛି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତର

ରାଞ୍ଚି: ବରିଷ୍ଠ ଆରଜେଡି ନେତା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଲଗାତାର ବିଗିଡିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଲାଲୁ ପ୍ରସାଦଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନନ୍ତର କରିବାକୁ ପ୍ରସ୍ତୁତି କରାଯାଉଛି ।

ସୂଚନା ମୁତାବକ, ଡାକ୍ତର ବୋର୍ଡରୁ ରିପୋର୍ଟ ମିଳିବା ମାତ୍ରେ ଜେଲ ପ୍ରଶାସନ ନିମ୍ନ ଅଦାଲତରୁ ଏଥିପାଇଁ ଅନୁମତି ଆଣିବେ । ସମ୍ଭବତଃ ଆଜି ହିଁ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନନ୍ତର କରାଯିବ । ଅନ୍ୟପଟେ ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କ ପତ୍ନୀ ରାବଡୀ ଦେବୀ, ଝିଅ ମିସା ଭାରତୀ ଏବଂ ଦୁଇ ପୁଅ ତେଜ ପ୍ରତାପ ଏବଂ ତେଜସ୍ବୀ ଯାଦବ ରାଞ୍ଚିରେ ହିଁ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.