ETV Bharat / bharat

ବରଫ ଚାଦର ଢାଙ୍କି ହୋଇଛି ହିମାଚଳ; ଯାତାୟତ ଠପ

ଅନେକ ବର୍ଷ ପରେ ଅଗଷ୍ଟ ମାସରେ ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ତୁଷାରପାତ ହୋଇଛି ।

author img

By

Published : Aug 18, 2019, 7:31 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସିମଲା: ହିମାଚଳ ପ୍ରଦେଶର ଲାହୌଲ-ସ୍ପିତି ଜିଲ୍ଲାରେ ପ୍ରବଳ ମାତ୍ରାରେ ବରଫ ବର୍ଷା । ବହୁ ବର୍ଷ ପରେ ଅଗଷ୍ଟ ମାସରେ ପର୍ଯ୍ୟଟନ ନଗରୀ ମନାଲି ସମେତ ରୋହିତ୍ୟାଙ୍ଗରେ ମଧ୍ୟ ତୁଷାର ପାତ ହୋଇଛି ।

Lahaul-Spiti
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାନୂଯାୟୀ, ରବିବାର ସକାଳୁ ଘାଟିରେ ତୁଷାରପାତ ହୋଇଛି । ଯେଁଉ କାରଣରୁ ଅନେକ ଘର ଧଳା ଚାଦରରେ ଘୋଡେଇ ହେବା ପରି ଲାଗୁଛି । ଅନ୍ୟପଟେ ଅତ୍ୟଧିକ ବର୍ଷା ହେତୁ କୁଲୁ, ମନାଲି, କେଲାଙ୍ଗ ଓ ଲେହର କେତେକ ରାସ୍ତାରେ ଭୂ-ସ୍ଖଳନ ହୋଇଛି । ଯେଉଁଥିପାଇଁ ଯାତାୟତ ପୁରା ଠପ ହୋଇଯାାଇଛି ।

ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାରେ ଯିବା ଆସିବା ନକରିବାକୁ ଜିଲ୍ଲାବାସୀଙ୍କୁ ସତର୍କ କରିଦିଆଯାଇଛି । ତେବେ ଏହି ଦିନ ମାନଙ୍କରେ ଲୌହଲ ଘାଟିରେ ମଟର ଓ କୋବିର ଭଲ ଉତ୍ପାଦନ ହେଉଥିବାବେଳେ ଉକ୍ତ ରାସ୍ତାରେ ଗାଡିଗୁଡିକ ଲାହୌଲ ଘାଟିରେ ଯାତାୟତ ବନ୍ଦ ହୋଇଯାଇଛି ।

ସଡକ ଗୁଡିକ ବନ୍ଦ ହେବାରୁ ଲାହୌଲ ପକ୍ଷରୁ ଘାଟିରେ 200ରୁ ଅଧିକ ଗାଡି ଫସି ରହିଛି । ପ୍ରଶାସନ ପାଗକୁ ଦେଖି ମନାଲିରୁ ଲାହୌଲ ଯାଉଥିବା ଗାଡି ଉପରେ ପ୍ରତିବନ୍ଧକ ଲଗାଇଛି ।

Intro:Body:

dh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.