ETV Bharat / bharat

କୁଲଗାମରେ 31 ସିଆରପିଏଫ ଯବାନ କୋରୋନା ସଂକ୍ରମିତ - କୁଲଗାମରେ କୋରୋନା ସଂକ୍ରମିତ

ସୁରକ୍ଷା କର୍ମୀଙ୍କ ମଧ୍ୟରେ କୋରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର 31 ଜଣ କର୍ମଚାରୀ ଜାମ୍ମୁ କାଶ୍ମୀରର କୁଲଗାମରେ ସଂକ୍ରମିତ ହୋଇଥିବା ଜଣାପଡିଛି।

covid-19 cases
ସିଆରପିଏଫ ଯବାନ କୋରୋନା ସଂକ୍ରମିତ
author img

By

Published : Jun 13, 2020, 3:58 PM IST

ଜାମ୍ମୁ: ସୁରକ୍ଷା କର୍ମୀଙ୍କ ମଧ୍ୟରେ କୋରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର 31 ଜଣ କର୍ମଚାରୀ ଜାମ୍ମୁ କାଶ୍ମୀରର କୁଲଗାମରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ଜାମ୍ମୁ କାଶ୍ମୀରର କୁଲଗାମରେ ନିୟୋଜିତ CRPF ର 90 ବାଟାଲିୟନରେ 300 ରୁ ଅଧିକ ସୈନିକଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ଶନିବାର ଆସିଛି । ଏଥିରେ 31 ଜଣ ଯବାନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଏକ ସମ୍ପୂର୍ଣ୍ଣ ବ୍ୟାଚର କୋରୋନା ପରୀକ୍ଷା କରାଯାଇଛି ।

କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଏନକାଉଣ୍ଟର ହେଉଛି । ଏପରି ସମୟରେ ସଂକ୍ରମଣ ବଢିବା ଚିନ୍ତାର ବିଷୟ ।

ସୂଚନାଯୋଗ୍ୟ, ଶନିବାର ଜାମ୍ମୁ କାଶ୍ମୀରର ପୁଲୱାମା ଓ କୁଲଗାମରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ 2 ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.