ETV Bharat / bharat

ନିରୀହ ଉପରେ ମାଡିଗଲା ବସ, ସିସିଟିଭିରେ କଏଦ ହୃଦୟ ବିଦାରକ ଦୃଶ୍ୟ

କର୍ଣ୍ଣାଟକ ୟାଦାଗିରିରେ ଅଭାବନୀୟ ଘଟଣା । ମା ପୁଅ ଉପରେ ମାଡିଗଲା ବସ । ଶିଶୁ ମୃତ, ମା ଗୁରୁତର । ସିସିଟିଭିରେ କଏଦ ଭିଡିଓ ।

ନିରିହ ଉପରେ ମାଡିଗଲା ବସ
author img

By

Published : Oct 30, 2019, 1:44 PM IST

ୟାଦାଗିରି: କର୍ଣ୍ଣାଟକ ୟାଦାଗିରି ଠାରେ ମଙ୍ଗଳବାର ଘଟିଛି ଏକ ଦୁଃଖଦ ଘଟଣା । ଯାହାର ହୃଦୟ ବିଦାରକ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଏକ କେଏସଆରସିଟିସି ବସ ଜଣେ ପାଞ୍ଚ ବର୍ଷୀୟ ଶିଶୁ ଉପରେ ଚଢ଼ିଯିବାରୁ ତାର ମୃତ୍ୟୁ ହେବା ସହ ଶିଶୁଟିର ମା ଗୁରୁତର ଆହତ ହୋଇଛନ୍ତି ।

ସିସିଟିଭିରେ କଏଦ ହେଲା ହୃଦୟ ବିଦାରକ ଦୃଶ୍ୟ

ଭିଡିଓରେ ଦେଖାଯାଉଛି ଯେ, ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ରାସ୍ତାରେ ଯାଉଥିବା ସମୟରେ ସେଠାରେ ଛିଡା ହୋଇଥିବା ବସଟି ଚାଲିବା ଆରମ୍ଭ କରିଥିଲା । ଯାହା ପ୍ରଥମେ ମହିଳାଙ୍କୁ ଧକ୍କା ଦେଇଥିଲା ଫଳରେ ଶିଶୁଟି ମା ଠାରୁ ଅଲଗା ହୋଇ ପଡିଯାଇଥିଲା ଓ ବସ ଚକ ତା ଉପରେ ଚଢି଼ ଯାଇଥିଲା ।

ମୃତ ଶିଶୁ ଜଣକ 5 ବର୍ଷୀୟ ମହମ୍ମଦ ମୁବାରକ ବୋଲି ଜଣାପଡିଛି । ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Yadagiri: A KSRTC bus mowed down a boy and injured a woman in Shahpur, Yadgir district. The deceased has been identified as 5-year-old Mohammed Mubarak. The incident was caught on CCTV. Incident took place yesterday

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.