ETV Bharat / bharat

35 କୋଟିର ଐତିହାସିକ ମୂର୍ତ୍ତି ଜବତ କଲା କଷ୍ଟମ ବିଭାଗ - Kolkata custom siezd antique idol

ପଶ୍ଚିମବଙ୍ଗରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଚାଲାଣକାରୀ । ପୁଣି 25 ଟି ମୂଲ୍ୟବାନ ଓ ଐତିହାସିକ ମୂର୍ତ୍ତି ଜବତ କରିଛି କୋଲକାତା କଷ୍ଟମ ବିଭାଗ । ଯାହାର ମୂଲ୍ୟ ପ୍ରାୟ 35 କୋଟି 30 ଲକ୍ଷ ବୋଲି ଅନୁମାନ କରାଯାଉଛି ।

35 କୋଟିର ଐତିହାସିକ ମୂର୍ତ୍ତି ଜବତ କଲା କଷ୍ଟମ ବିଭାଗ

author img

By

Published : Aug 26, 2020, 9:32 PM IST

କୋଲକାତା: କୋରୋନା କାଳରେ ପଶ୍ଚିମବଙ୍ଗରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଚାଲାଣକାରୀ । ପୁଣି 25 ଟି ମୂଲ୍ୟବାନ ଓ ଐତିହାସିକ ମୂର୍ତ୍ତି ଜବତ କରିଛି କୋଲକାତା କଷ୍ଟମ ବିଭାଗ । ଯାହାର ମୂଲ୍ୟ ପ୍ରାୟ 35 କୋଟି 30 ଲକ୍ଷ ବୋଲି ଅନୁମାନ କରାଯାଉଛି ।

35 କୋଟିର ଐତିହାସିକ ମୂର୍ତ୍ତି ଜବତ କଲା କଷ୍ଟମ ବିଭାଗ
35 କୋଟିର ଐତିହାସିକ ମୂର୍ତ୍ତି ଜବତ କଲା କଷ୍ଟମ ବିଭାଗ

ତଦନ୍ତରୁ ଜଣାପଡିଛି ଯେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାରୁ ବାଂଲାଦେଶକୁ ଏହା ଚୋରା ଚାଲାଣ ହେଉଥିଲା । ଏଥିରେ ରହିଥିଲା 7ଟି ଭଗବାନଙ୍କ ପ୍ରତିମା, ହିନ୍ଦୁ ଏବଂ ଜୈନ ମନ୍ଦିର ଆକାରରେ ଅଷ୍ଟ ଧାତୁର 7 ପ୍ରତିମା ଏବଂ 9 ରୁ 16 ଶତାବ୍ଦୀ ମଧ୍ୟରେ ନିର୍ମିତ 11 ଟି ଟେରାକୋଟା ମୂର୍ତ୍ତି । କାଳିଆଗଞ୍ଜ ସୀମାରୁ ଟ୍ରକରେ ଏହି ପ୍ରତିମୂର୍ତ୍ତି ପଠାଯାଉଥିଲା ।

ପୂର୍ବରୁ ଜାନୁୟାରୀ ମାସରେ ମଧ୍ୟ 7 ଟି ଭଗବାନଙ୍କ ପ୍ରତିମା ଜବତ କରିଥିଲା କଷ୍ଟମ ବିଭାଗ । ଯାହାର ମୂଲ୍ୟ ଥିଲା 11 କୋଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.