ETV Bharat / bharat

ଫିଟ ରହିବା ପାଇଁ ପିଅନ୍ତୁ 'ଗ୍ରୀନ ଟି '

ବର୍ତ୍ତମାନ ସମୟରେ ସମସ୍ତେ ଫିଟନେସ ପାଇଁ ଚିନ୍ତିତ । ପତଳା ହେବା ପାଇଁ କିଏ ଜିମ ଯାଉଛି ତ ଆଉ କିଏ ଡାଏଟ କଣ୍ଟ୍ରୋଲ କରୁଛି । ତେବେ ଫିଟନେସ ପାଇଁ ସମସ୍ତେ ଏବେ ଗ୍ରୀନ ଟିର ବ୍ୟବହାର କରୁଛନ୍ତି । କେବଳ ସେତିକି ନୁହେଁ ପାଣି ପରେ ଗ୍ରୀନ ଟି ହେଉଛି ବିଶ୍ବର ଅଧିକ ବ୍ୟବହୃତ ପାନୀୟ ପଦାର୍ଥ । ଏହା ପତଳା କରିବା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

author img

By

Published : Jul 7, 2019, 7:54 AM IST

ପ୍ରତିକାତ୍ମକ ଫଟୋ

ବର୍ତ୍ତମାନ ସମୟରେ ସମସ୍ତେ ଫିଟନେସ ପାଇଁ ଚିନ୍ତିତ । ପତଳା ହେବା ପାଇଁ କିଏ ଜିମ ଯାଉଛି ତ ଆଉ କିଏ ଡାଏଟ କଣ୍ଟ୍ରୋଲ କରୁଛି । ତେବେ ଫିଟନେସ ପାଇଁ ସମସ୍ତେ ଏବେ ଗ୍ରୀନ ଟିର ବ୍ୟବହାର କରୁଛନ୍ତି । କେବଳ ସେତିକି ନୁହେଁ, ପାଣି ପରେ ଗ୍ରୀନ ଟି ହେଉଛି ବିଶ୍ବର ଅଧିକ ବ୍ୟବହୃତ ପାନୀୟ ପଦାର୍ଥ । ଏହା ପତଳା କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

1. ଗ୍ରୀନ ଟି ପିଇବା ଦ୍ବାରା ଶରୀରର ମେଟାବୋଲିଜିମ ପ୍ରକ୍ରିୟା ତ୍ବରାନିତ ହୋଇଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

2. ସବୁ ଜିନିଷ ଆବଶ୍ୟକତାଠାରୁ ଅଧିକ ଦେହ ପାଇଁ ଖରାପ । ତେଣୁ ପ୍ରତ୍ୟେକ ଦିନ 2 କପ ଗ୍ରୀନ ଟି ପିଇବା ଉଚିତ । ଏହାଠୁ ଅଧିକ ଶରୀର ପାଇଁ କ୍ଷତିକାରକ ।

3. ଯଦି ଆପଣ ପତଳା ହେବା ପାଇଁ ଗ୍ରୀନ ଟି ପିଉଛନ୍ତି । ତେବେ ଖାଇବା ପରେ ପିଅନ୍ତୁ, ଏହା ଶରୀରର ପାଇଁ ଲାଭପ୍ରଦ ହେବ । ଏହାସହ ସକାଳ ଓ ସନ୍ଧ୍ୟା ସମୟରେ ଗ୍ରୀନ ଟି ପିଇବା ଜରୁରୀ ।

4. ଗ୍ରୀନଟିର ସ୍ବାଦ ସଠିକ ରଖିବା ପାଇଁ ଏହାକୁ ଅଧିକ ସମୟ ପାଇଁ ଗରମ କରନ୍ତୁ ନାହିଁ । କାରଣ ଅଧିକ ଗରମ କରିବା ଦ୍ବାରା ଏଥିରେ ଥିବା କାରଟୋନ ନଷ୍ଟ ହୋଇଯାଏ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.