ETV Bharat / bharat

କାରଗିଲ କାହାଣୀ: ମାଧୁରୀଙ୍କୁ ମାଗିଥିଲା ଶତ୍ରୁ ସୈନିକ

କାରଗିଲ ବିଜୟ ଦିବସର 20 ବର୍ଷ ପୁର୍ତ୍ତି ଅବସରରେ ସମଗ୍ର ଦେଶ ଗୌରବାନ୍ବିତ । ପ୍ରତିଟି ବୀର ଶହୀଦଙ୍କ ବଳିଦାନକୁ ମନେ ପକାଇଲେ ଚଉଡା ହୋଇଯାଉଛି ଛାତି । ତେବେ ଏହି ଯୁଦ୍ଧକୁ ନେଇ କଣ ରହିଛି ମାଧୁରୀଙ୍କ କନେକ୍ସନ । ଜାଣନ୍ତୁ..

ଡିଜାଇନ ଫଟୋ
author img

By

Published : Jul 26, 2019, 4:40 PM IST

ନୂଆଦିଲ୍ଲୀ: କାରଗିଲ ଯୁଦ୍ଧକୁ ପୂରିଛି 20 ବର୍ଷ । ଶତ୍ରୁକୁ ଚିତପଟାଙ୍ଗ କରି 1999 ମସିହା ଆଜିର ଦିନରେ ଭାରତ ଉଡାଇଥିଲା ବିଜୟର ତ୍ରିରଙ୍ଗା । ସେଦିନ ମାଟି ମା ପାଇଁ ରକ୍ତ ବୁହାଇ ବଳିଦାନ ଦେଇଥିଲେ 527 ଯବାନ । ଏହି ଉତ୍ସର୍ଗର ଯୁଦ୍ଧକୁ ନେଇ ରହିଛି ଅନେକ ଅକୁହା କଥା । ଆପଣ ଜାଣନ୍ତି କି କାରଗିଲ ସହ ରହିଛି ଧକଧକ୍ ଗର୍ଲଙ୍କ କନେକ୍ସନ ।

Madhuri Dikshit
Madhuri Dikshit

ରଣଭୂମିରେ ତୁମୁଳ ଯୁଦ୍ଧ ଚାଲିଥିଲା । ସେହି ସମୟରେ ଶତ୍ରୁ ସୈନିକ ପଟୁ ଜୋରରେ କିଛି ଶବ୍ଦ ଭାସି ଆସେ ..କି, ‘ଆମକୁ ମାଧୁରୀ ଦୀକ୍ଷିତ ଦିଅ, ଆମେ ଚାଲିଯିବୁ’ । ଏପଟେ ବଟାଲିୟନ କ୍ୟାପଟେନ ବିକ୍ରମ ବାତ୍ରା ଶତ୍ରଙ୍କ ମୁହଁ ଭାଙ୍ଗିବା ପାଇଁ ଦେଇଥିଲେ ଜବରଦସ୍ତ ଜବାବ । ଆଖିପିଛୁଆଳେ ଘନ ଘନ ଗୁଳି ବର୍ଷଣ କରି କହିଥିଲେ ଯେ, ‘ ୱି ଲଭ ଫ୍ରମ ମାଧୁରୀ । ’ ଏଥିସହ ବାତ୍ରା ହସି ଦେଇଥିଲେ । ଆଉ ନିଜ AK-47ରୁ ଫାୟାରିଂ କରି ଉତ୍ତର ରଖିଥିଲେ କି ‘ଇଏ ନିଅ ମାଧୁରୀ ଦୀକ୍ଷିତଙ୍କୁ ପ୍ୟାର ସେ’ ଏପରି କହି ସେ ଗୋଟିଏ ପରେ ଗୋଟିଏ ଶତ୍ରୁଙ୍କୁ ମାରି ଗଡାଇ ଦେଇଥିଲେ ।

ବିକ୍ରମ ବାତ୍ରା । କାରଗିଲ ଯୁଦ୍ଧର ଅନ୍ୟତମ ନାୟକ । ତାଙ୍କର ଅଦମ୍ୟ ସାହାସ ଓ ବୀରପଣିଆ ପାଇଁ ପାକିସ୍ତାନୀ ସେନା ତାଙ୍କୁ ଡାକୁଥିଲେ ଶେର ଶାହା । ଏଇଥିପାଇଁ ତ ସେନାରେ ଯୋଗ ଦେବାର ମାତ୍ର 2 ବର୍ଷରେ ସେ କ୍ୟାପଟେନ ହୋଇଯାଇଥିଲେ । ମରୋଣାତ୍ତର ଭାବେ ତାଙ୍କୁ ମିଳିଛି ସର୍ବୋଚ୍ଚ ସାମାରିକ ସମ୍ମାନ ପରମ ବୀର ଚକ୍ର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.