ETV Bharat / bharat

ଲୋକସଭା ନିର୍ବାଚନ: ଜାଣନ୍ତୁ କେମିତି ଦେବେ ଭୋଟ? - vote

ଚଳିତବର୍ଷ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଆସନରେ ଏହି ନିର୍ବାଚନ ହେଉଛି। ଭାରତର ଜଣେ ସଚେତନ ନାଗରିକ ହିସାବରେ ଭୋଟ ଦେଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାର ଅଧିକାର ରହିଛି।

ପ୍ରତିକାତ୍ମକ ଫଟୋ
author img

By

Published : Apr 11, 2019, 2:47 PM IST

ଆରମ୍ଭ ହୋଇଛି ବିଶ୍ବର ସର୍ବବୃହତ ଗଣତନ୍ତ୍ର ଦେଶରେ ଭୋଟ ଗ୍ରହଣ । ଚଳିତବର୍ଷ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଆସନରେ ଏହି ନିର୍ବାଚନ ହେଉଛି । ଆଜି ସକାଳ ୭ଟାରୁ ଭୋଠଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ତେବେ ଭାରତର ଜଣେ ସଚେତନ ନାଗରିକ ହିସାବରେ ଭୋଟ ଦେଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାର ଅଧିକାର ରହିଛି । ସେ ସମ୍ପର୍କରେ କିଛି ଅଧିକ ଜାଣନ୍ତୁ...

ଭାରତରେ ଜଣେ 18 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ହିଁ ଭୋଟ ଦେବାର ଅଧିକାର ଅଛି । ନିଜ ନାମ ଭୋଟର ଲିଷ୍ଟରେ ଉଠିବା ପରେ ଜଣେ ଭୋଟର ମତଦାନ କରିପାରିବେ ।

କିଭଳି ଥାଏ ବ୍ୟବସ୍ଥା:

  • ବୁଥରେ ଥିବା ପୋଲିଂ ଟିମ ମତଦାତାଙ୍କ ଭୋଟର ଲିଷ୍ଟ ଏବଂ ପ୍ରମାଣ ରୂପେ ଆଇଡି ପତ୍ର ଦେଖିଥାନ୍ତି।
  • ଭାରତରେ ମତଦାନ ପରେ ମତଦାତାଙ୍କ ଅଙ୍ଗୁଠିରେ ନୀଳ ଶ୍ୟାହୀ ଲଗାଇ ଏକ ସ୍ଲିପ ଦିଆଯାଏ। ଏହାପରେ ରେଜିଷ୍ଟରରେ ଭୋଟରଙ୍କ ଦସ୍ତଖତ ନିଆଯାଏ ।
  • ଏହି ସ୍ଲିପକୁ ଭୋଟର ତୃତୀୟ ପୋଲିଂରେ ଜମା କରି ଅଙ୍ଗୁଠିରେ ନୀଳ ଶ୍ୟାହୀକୁ ଦେଖାଇବେ ।
  • ଏହାପରେ ଭୋଟର ପୋଲିଙ୍ଗ ବୁଥକୁ ଯାଇ ଇଭିଏମ ମେସିନର ଥିବା ନିଜ ମନ ପସନ୍ଦର ଦଳିୟ ଚିହ୍ନରେ ଭୋଟ ଦେଇ ବଟନକୁ ପ୍ରେସ କରିବେ। ଏହାପରେ ସାଉଣ୍ଡ ବାହାରିବ ।
  • ଏହାବାଦ ଭିଭିପାଟ ମେସିନରେ ଥିବା ଉପରୋକ୍ତ କୌଣସି ଦଳର ପ୍ରର୍ଥୀଙ୍କୁ ଦେବାକୁ ଚାହୁଁ ନଥିଲେ ଆପଣ NOTA(Non of the Avove)ଉପରେ ମଧ୍ୟ ଦେଇ ପାରିବେ ।
  • ଭୋଟ ଦେବାକୁ ଯାଉଥିବା ବେଳେ ପୋଲିଂ ବୁଥକୁ ଆପଣଙ୍କ ମୋବାଇଲଫୋନ, କ୍ୟାମେରା ଏବଂ କୌଣସି ଗ୍ୟାଜେଟ ଭିତରକୁ ନେଇପାରିବେ ନାହିଁ ।

ଲୋକସଭା ନିର୍ବାଚନ 2019: ପ୍ରାର୍ଥୀ ତାଲିକା

ଭୋଟର ନିଜର ବହୁମତ ଭୋଟ ସ୍ବାବ୍ୟସ୍ତ କରିବା ପୂର୍ବରୁ ପ୍ରାର୍ଥୀଙ୍କ ଆଫିଡେବିଟ ପୋର୍ଟାଲ ଦେଖି ପାରିବେ । ଏଥିପାଇଁ ଆପଣଙ୍କୁ ଭୋଟର ହେଲ୍ପ ଲାଇନ ଆପରେ କ୍ଲିକ କରି ପ୍ରାର୍ଥୀଙ୍କ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତବର୍ଷ ଭାରତରେ ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ହେବାକୁ ଯାଉଛି। ଏପ୍ରିଲ 11ରୁ ଆରମ୍ଭ ହୋଇ 19 ମେ' ରେ ନିର୍ବାଟନ ସରି 23 ମେ ରେ ନିର୍ବାଚନର ଫଳାଫଳ ବାହାରିବ ।

ପ୍ରଥମ ପର୍ଯ୍ୟାୟ- ଏପ୍ରିଲ 11, ଦ୍ବିତୀୟ ପର୍ଯ୍ୟାୟ-ଏପ୍ରିଲ 18, ତୃତୀୟ ପର୍ଯ୍ୟାୟ-23, ଚତୁର୍ଥ ପର୍ଯ୍ୟାୟ-29, ପଞ୍ଚମ ପର୍ଯ୍ୟାୟ-ମେ 6, ଷଷ୍ଠ ପର୍ଯ୍ୟାୟ-ମେ 12 ଓ ସପ୍ତମ ତଥା ଶେଷ ପର୍ଯ୍ୟାୟ-ମେ 17ରେ ହେବାକୁ ଯାଉଛି ।

Intro:Body:

aslkjalks

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.