ETV Bharat / bharat

କେରଳ ସରକାରଙ୍କ ପ୍ରଥମ କ୍ୟାବିନେଟ ମନ୍ତ୍ରୀଙ୍କୁ କୋରୋନା - କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ

କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କୋଭିଡ ପଜିଟିଭ ଚିହ୍ନଟ । ରବିବାର ରାଜ୍ୟରେ କୋରୋନାକୁ ନେଇ ସର୍ବାଧିକ 3,082 ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

କେରଳ ସରକାରଙ୍କ ପ୍ରଥମ କ୍ୟାବିନେଟ ମନ୍ତ୍ରୀଙ୍କୁ କୋରୋନା

author img

By

Published : Sep 6, 2020, 9:06 PM IST

ଥିରୁଅନନ୍ତପୁରମ: କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କୋଭିଡ ପଜିଟିଭ ଚିହ୍ନଟ । 67 ବର୍ଷୀୟ ଥୋମାସ କୋରୋନାରେ ଆକ୍ରାନ୍ତ ହେବାପରେ ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି । ପ୍ରଥମ ଥର ପାଇଁ କେରଳ ସରକାରଙ୍କ ଜଣେ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ରବିବାର ରାଜ୍ୟରେ କୋରୋନାକୁ ନେଇ ସର୍ବାଧିକ 3,082 ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷେ ରବିବାର ଗୋଟିଏ ଦିନରେ କୋରୋନା ଯୋଗୁଁ କେରଳରେ 10 ଜଣଙ୍କର ମୃତ୍ୟୁ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ କେରଳରେ 41 ହଜାର 392 ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ସ୍ଥିତିରେ କେରଳରେ 557ଟି ହଟସ୍ପଟ ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.