ETV Bharat / bharat

ପ୍ରଯୋଜକରୁ ପାଲଟିଲେ ପରିବା ଚାଷୀ

ବର୍ତ୍ତମାନ ସମୟରେ ଚାଷରୁ ମୁଁହ ଫେରାଇ ନେଉଛନ୍ତି ଅନେକ ଯୁବପିଢି । ମାତ୍ର ବୃତ୍ତିଗତ ପେସାରୁ ମୁହଁ ଫେରାଇ ଆଣି ଜଣେ ସଫଳ ଚାଷୀ ହୋଇପାରିଛନ୍ତି ଜଣେ ପ୍ରଯୋଜକ । ପ୍ରଯୋଜନାରେ ବେସ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଏବେ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହେଉଛନ୍ତି । ପ୍ରଯୋଜକରୁ ପରିବା ଚାଷୀ ।

author img

By

Published : Aug 20, 2019, 11:05 AM IST

Updated : Aug 20, 2019, 7:55 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଥିରୁଅନନ୍ତପୁରମ: ମାଲାୟଲମ ସିନେ ଇଣ୍ଡଷ୍ଟ୍ରିରେ ବେଶ ଖ୍ୟାତି ଅର୍ଜନ କରିଥିବା ଜଣେ ସିନେ ପ୍ରଯୋଜକ ଏବେ ସଫଳ ଚାଷୀ ହୋଇ ପାରିଛନ୍ତି । ନିଜ ବାଡ଼ିରେ ବିଭିନ୍ନ ପ୍ରକାର ପରିବା ଚାଷ କରିବା ସହିତ ଅର୍ଗାନିକ ଫାର୍ମିଂ ମଧ୍ୟ କରୁଥିବା ଜଣାପଡ଼ିଛି ।

ପ୍ରଯୋଜକରୁ ପାଲଟିଲେ ପରିବା ଚାଷୀ

ତାମିଲ ସିନେ ଇଣ୍ଡଷ୍ଟ୍ରିର ପ୍ରଯୋଜକ ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ବିଜୟନ ପିଲାଇ । ପ୍ରଯୋଜକ ଭାବେ ଏବେ ମଧ୍ୟ ବିଜୟନ କାର୍ଯ୍ୟ କରୁଛନ୍ତି । ମାତ୍ର ଏହା ସହିତ ସେ ଖୁବ କମ ଦିନ ମଧ୍ୟରେ ଜଣେ ସଫଳ ଚାଷୀ ମଧ୍ୟ ହୋଇ ପାରିଛନ୍ତି । ନିଜ ବାସଭବନ ପଛପଟେ ଥିବା ଜମିରେ ସେ ଅନେକ ପରିବା ଚାଷ କରିଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ: ବିଲୁଆ ଗୋଷ୍ଠୀ ଓ ହାତୀଙ୍କ ଲୁଚକାଳି ଖେଳ, ଦେଖନ୍ତୁ ଭିଡିଓ

ଏହି ଜମିରେ ସେ ବିନ, କଖାରୁ, ମୂଳା, ଭେଣ୍ଡି, ଟମାଟୋ ଭଳି ଅନେକ ପରିବା ଚାଷ କରିଥିବା ଜଣାପଡ଼ିଛି । ତେବେ ଏଥିପାଇଁ ସେ ଏକ ସୁନ୍ଦର ବଗିଚା ମଧ୍ୟ କରିପାରିଛନ୍ତି । ବିଭିନ୍ନ ପ୍ରକାର ଜଳସେଚନର ସୁବିଧା କରିଥିବା ବେଳେ ଚାଷ ପାଇଁ ଆଧୁନିକ ପ୍ରଣାଳୀ ମଧ୍ୟ ଆପଣାଇଛନ୍ତି । ତେବେ ବିଜୟନଙ୍କ ଏହି ଗାର୍ଡେନ ବା ଚାଷ ଜମିଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ଏଠାରେ ପ୍ରତିଦିନ ଭିଡ଼ ମଧ୍ୟ ହେଉଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଅଦ୍ଦୁର ଭାସି ଫିଲ୍ମ ସହାୟତାରେ ସେ ପ୍ରଡକ୍ସନ ଆସିଷ୍ଟାଣ୍ଟ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ଦକ୍ଷିଣ ଭାରତରେ ବେଶ ପ୍ରଯୋଜକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ତେବେ ଏହା ସହିତ ସମାନ୍ତରାଳ ଭାବେ ନିଜ ଜମିରେ ଚାଷ ପାଇଁ ଗ୍ରୀନ ହାଉସ କରିଥିଲେ । ଗ୍ରୀନ ହାଉସ ମଧ୍ୟରେ ବିଭିନ୍ନ ପନିପରିବା ଚାଷ କରୁଛନ୍ତି।

Intro:Body:

prabhu

Conclusion:
Last Updated : Aug 20, 2019, 7:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.