ETV Bharat / bharat

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି

author img

By

Published : Mar 17, 2020, 9:44 AM IST

କର୍ଣ୍ଣାଟକ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ ଏବଂ ତାଙ୍କ ପତ୍ନୀ । ଅଧିକ ପଢନ୍ତୁ...

fire brokeout on K S Eshwarappa residence
ଞ୍ଚାୟତରାଜ ମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ

ବେଙ୍ଗାଲୁରୁ: କର୍ଣ୍ଣାଟକ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଇଶ୍ବରପ୍ପାଙ୍କ ଘରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ଇଶ୍ବରପ୍ପା ଏବଂ ପରିବାର । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି।

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ

ବେଙ୍ଗାଲୁରୁ କୁମାର ଓର୍କରେ ଥିବା ସରକାରୀ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଫସିଯାଇଥିଲେ ପୁରା ପରିବାର । ଶୋଇବା ଘରେ ଥିବା ଏୟାର କଣ୍ଡିସନରରୁ ସର୍ଟସର୍କିଟ ହୋଇ କାଠ ଫର୍ଣ୍ଣିଚରରେ ଲାଗିବା ଫଳରେ ଶୋଇବା ଘର ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଅଳ୍ପକେ ବର୍ତ୍ତି ଯାଇଛି ମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ଜୀବନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.