ETV Bharat / bharat

PFI ଓ SDPI ଉପରେ ପ୍ରତିବନ୍ଧକ ଲଗାଇ ପାରେ କର୍ଣ୍ଣାଟକ ସରକାର - ban on PFI

ଅସାମାଜିକ କାର୍ଯ୍ୟକଳାପ ପାଇଁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(PFI) ଓ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କର୍ଣ୍ଣାଟକ ସରକାର । ନିକଟରେ ସିଏଏ ବିରୋଧ ସମୟରେ ହୋଇଥିବା ହିଂସାରେ ଏହି ସଙ୍ଗଠନର ହାତ ଥିବା ଜଣାପଡିଛି ।

Karnataka Government
PFI ଓ SDPI ଉପରେ ପ୍ରତିବନ୍ଧକ ଲଗାଇ ପାରେ କର୍ଣ୍ଣାଟକ ସରକାର
author img

By

Published : Dec 28, 2019, 2:02 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(PFI) ଓ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି ୟେଦୁରପ୍ପା ସରକାର । ନିକଟରେ ସିଏଏକୁ ନେଇ କର୍ଣ୍ଣାଟକରେ ହୋଇଥିବା ହିଂସାରେ 2 ପ୍ରଦର୍ଶନକାରୀଙ୍କ ପୋଲିସ ଗୁଳିରେ ମୃତ୍ୟୁ ହୋଇଥିଲା । ଏହି ହିଂସାରେ ପିଏଫଆଇର ହାତ ଥିବାବେଳେ ଦେଶର ଅନ୍ୟ କ୍ଷେତ୍ରରେ ହୋଇଥିବା ପ୍ରଦର୍ଶନରେ ଏହାର ସଦସ୍ୟ ସାମିଲ ଥିବା ଜଣାପଡିଛି ।

ସିଏଏକୁ ବିରୋଧବେଳେ ଚାଲିଥିବା ପ୍ରଦର୍ଶନରେ ହିଂସାକୁ ଉସକାଇଥିବାରୁ ପିଏଫଆଇ ଓ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଯୋଜନା କରୁଥିବା କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ଏସ ସୁରେଶ କୁମାର ସୂଚନା ଦେଇଛନ୍ତି ।

ଏହି ସଙ୍ଗଠନର ସାମାଜିକ ସଭ୍ୟତା ସହ ସମ୍ପର୍କ ନଥିବା ବେଳେ ଏହାର କାର୍ଯ୍ୟକଳାପ ଅସାମାଜିକ ହୋଇଥିବା ସୁରେଶ ପ୍ରତିକ୍ରିୟା ଦେଇଛନ୍ତି । ଏଣୁ ଏହି 2ଟି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକ ଥିବା ସୁରେଶ କହିଛନ୍ତି ।

Intro:hhgg

Body:hhhh

Conclusion:hhhh
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.