ETV Bharat / bharat

ଅସନ୍ତୁଷ୍ଟ ବିଧାୟକଙ୍କୁ ଦିଆଯିବ ମନ୍ତ୍ରୀ ପଦ !

ଆମେରିକାରୁ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ । ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ସେମାନଙ୍କୁ ମନ୍ତ୍ରୀ ପଦ ଦେବା ଉପରେ ବିଚାର ଚାଲିଛି ।

author img

By

Published : Jul 7, 2019, 11:09 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଗମ୍ଭୀର ସ୍ଥିତିରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ ରବିବାର ଆମେରିକାରୁ ଫେରୁଛନ୍ତି । କୁମାର ସ୍ବାମୀ ଆମେରିକାରୁ ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ବେଙ୍ଗାଲୁରୁ ଯିବେ ।

ନିଜ ସରକାର ଉପରେ ଥିବା ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ କେସି ଭେନୁଗୋପାଳ ଓ ସିଦ୍ଧରମୈୟାଙ୍କ ସହ ଫୋନରେ କଥା ହୋଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ସେମାନଙ୍କୁ ମନ୍ତ୍ରୀ ପଦ ଦେବା ଉପରେ ବିଚାର ଚାଲିଛି । ଅସନ୍ତୁଷ୍ଟ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ବର୍ତ୍ତମାନ ଥିବା ମନ୍ତ୍ରୀଙ୍କ ଇସ୍ତଫା କରାଇବା ପାଇଁ ମଧ୍ୟ ଆଲୋଚନା ଚାଲିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.