ETV Bharat / bharat

କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନ: ଭୋଟ ଗଣତି ଜାରି - କର୍ଣ୍ଣାଟକ ବିଧାନସଭା ଉପ-ନିର୍ବାଚନ

କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ  ଚଳିତମାସ 5ରେ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣତି ଜାରି ରହିଛି ।

karnataka-bypolls
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 9, 2019, 10:37 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ଚଳିତମାସ 5ରେ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜିର ଏହି ଫଳାଫଳ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସରକାରଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ । ତେବେ ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତି ଅନୁଯାୟୀ ବିଜେପି 10 ଏବଂ କଂଗ୍ରେସ 2 ଆସନରେ ଆଗୁଆ ରହିଛି । ସେହିପରି ଜେଡିଏସ 2 ଆସନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ 1 ଆସନରେ ଆଗୁଆ ରହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଶିବାଜୀନଗର ବିଧାନସଭା ଆସନରେ କଂଗ୍ରେସର ରିଜୱାନ ଅରସଦ ଆଗୁଆ ଥିବା ଜଣାପଡିଛି । ସକାଳୁ 8 ରେ ଆରମ୍ଭ ହୋଇଥିବା ଏହି ଭୋଟ ଗଣତିର ଚୁଡାନ୍ତ ଫଳାଫଳ ଅପରାହ୍ନ ସୁଦ୍ଧା ଆସିବାର ସମ୍ଭାବନା ରହିଛି ।

Intro:kn_mnd_03_counting_01_7202530Body:kn_mnd_03_counting_01_7202530Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.