ETV Bharat / bharat

କର୍ଣ୍ଣାଟକ: ଆଜି ଆସ୍ଥା ଭୋଟ, ପୂଜାର୍ଚ୍ଚନା କଲେ ୟେଦୁରପ୍ପା

ଆଜି କର୍ଣ୍ଣାଟକ ବିଧାନସଭାରେ ୟେଦୁରପ୍ପା ବହୁମତ ସାବ୍ୟସ୍ତ କରିବେ । ଏନେଇ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହାସହ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ 5ଜଣ କଂଗ୍ରେସ ବିଧାୟକ ରାଜ୍ୟକୁ ଫେରିଛନ୍ତି ।

author img

By

Published : Jul 29, 2019, 10:19 AM IST

ଫଟୋ ସୌଜନ୍ୟ: ଏଏନଆଇ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆଜି ୟେଦୁରପ୍ପା ବହୁମତ ସାବ୍ୟସ୍ତ କରିବେ । ବିଧାନସଭା ଯିବା ପୂର୍ବରୁ ଶ୍ରୀବାଲବୀର ଆଞ୍ଜେନେୟ ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବାଚସ୍ପତିଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ହୋଇଥିବା 5ଜଣ କଂଗ୍ରେସ ବିଧାୟକ ରାଜ୍ୟକୁ ଫେରିଛନ୍ତି । ଏମଟିବି ନାଗରାଜ, ଏସଟି ସୋମଶେଖରଙ୍କ ସମେତ ଅନ୍ୟ ବିଧାୟକମାନେ ମୁମ୍ବାଇରୁ ବେଙ୍ଗାଲୁରୁକୁ ଆସିଛନ୍ତି ।

କର୍ଣ୍ଣାଟକ ବିଧାନସଭାରେ ଆଜି ଆସ୍ଥା ଭୋଟ ଅନୁଷ୍ଠିତ ହେବ । ଗତକାଲି ରାତିରେ ଏନେଇ ବିଜେପି ବିଧାୟକ ଦଳ ବୈଠକ ହୋଇଛି । ତେବେ କଂଗ୍ରେସର ପାଞ୍ଚଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବାପରେ ୟେଦୁରପ୍ପା ସରକାରଙ୍କୁ ଏହା ବେଶ ସୁହାଇଛି । ବିଜେପି ପାଖରେ 105ଜଣ ବିଧାୟକ ଥିବାରୁ ଆସ୍ଥା ଭୋଟ ହେଲେ ଦଳ ସପକ୍ଷରେ ଯିବ ବୋଲି ୟେଦୁରପ୍ପା କହିଛନ୍ତି । ଏହା ପୂର୍ବରୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.