ETV Bharat / bharat

କର୍ଣ୍ଣାଟକ ପୋଲିସର ପ୍ରୟାସ; ରାତିରେ ମହିଳାଙ୍କୁ ଗନ୍ତବ୍ୟସ୍ଥଳରେ ଛାଡିବ

ରାତିରେ ଫେରୁଥିବା ମହିଳାଙ୍କୁ ସୁରକ୍ଷା ଦେବ କର୍ଣ୍ଣାଟକ ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ରାତି 10 ରୁ ସକାଳ 6 ମଧ୍ୟରେ ମହିଳାଙ୍କୁ ଏହି ସେବା ଯୋଗାଇବ ପୋଲିସ ।

free auto service for women
କର୍ଣ୍ଣାଟକ ପୋଲିସର ଅଭିନବ ପ୍ରୟାସ; ରାତିରେ ମହିଳାଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡିବ ପୋଲିସ
author img

By

Published : Dec 8, 2019, 11:13 PM IST

Updated : Dec 8, 2019, 11:59 PM IST

ବେଙ୍ଗାଲୁରୁ: ମହିଳାଙ୍କ ପ୍ରତି ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ପୋଲିସର ଅଭିନବ ପ୍ରୟାସ । ରାତିରେ ଫେରୁଥିବା କର୍ମଜୀବୀ ମିହିଳାଙ୍କୁ ମାଗଣାରେ ଅଟୋରେ ନେଇ ଘରେ ଛାଡିବ ସ୍ଥାନୀୟ ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ରାତି 10 ରୁ ସକାଳ 6 ମଧ୍ୟରେ ମହିଳାଙ୍କୁ ଏହି ସେବା ଯୋଗାଇବ ପୋଲିସ ।

ଆଜିଠୁ ଏହି ସେବା ଆରମ୍ଭ ହୋଇଥିବା କହିଛନ୍ତି କର୍ଣ୍ଣାଟକର ଗଡଗ ଏସପି ଶ୍ରୀନାଥ ଜୋଶୀ । ସେ ଏହା ମଧ୍ୟ କହିଛନ୍ତି ଯେ ରାତିରେ ଯାତ୍ରା କରୁଥିବା ମହିଳାମାନେ ଯେକୌଣସି ପୋଲିସ ଷ୍ଟେସନ କିମ୍ବା ଟୋଲ ଫ୍ରି ନଂ କୁ ଫୋନ କରିପାରିବେ । ପୋଲିସ ସେମାନଙ୍କୁ ସେହି ସ୍ଥାନରୁ ଅଟୋରେ ଆଣି ତାଙ୍କ ଗନ୍ତବ୍ୟ ସ୍ଥଳରେ ନେଇ ପହଞ୍ଚାଇବ । ଏହା ପୂର୍ବରୁ ଏହି ସମାନ ପଦକ୍ଷେପ ଆରମ୍ଭ କରିଛି ମହାରାଷ୍ଟ୍ର ପୋଲିସ ।

ନିକଟରେ ହାଇଦ୍ରାବାଦରେ ମହିଳା ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଉନ୍ନାଓରେ ପିଡୀତାଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତମ ନିୟମ ଆଣିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Intro:Body:

BLANK FOR LINK 

Conclusion:
Last Updated : Dec 8, 2019, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.